Day: 2 February 2024

କଂଗ୍ରେସ ଲୋକ ସଭା ନିର୍ବାଚନରେ ୪୦ ସିଟ୍ ବି ଜିତି ପାରିବନି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଆକ୍ରମଣ କରିଛନ୍ତି । ଲୋକସଭା ନିର୍ବାନରେ କଂଗ୍ରେସ ୪୦ଟି ଆସନ ବି ଜିତି ପାରିବ…

ବଜେଟରେ ପୂର୍ବତଟ ରେଲୱେକୁ ୧୧,୪୯୫ କୋଟିର ଅନୁମୋଦନ

ଭୁବନେଶ୍ୱର : ବଜେଟରେ ପୂର୍ବତଟ ରେଲକୁ ୧୧,୪୯୫ କୋଟିର ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗୀର ରଳ ଲାଇନ୍ ପାଇଁ ୧୩୫୦ କୋଟି । ତାଳଚେର-ବିମଳାଗଡ ପାଇଁ ୫୦୦ କୋଟିର ଅନୁଦାନ । ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର…

ବରିଷ୍ଠ ଅଭିନେତା ସାଧୁ ମେହେରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ହୋଇଛି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ…

କେନାଲରେ ଭାସୁଛି JEଙ୍କ ମୃତଦେହ; ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ଧର୍ମଗଡ଼: କେନାଲରୁ ଉଦ୍ଧାର ହେଲା JEଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ। ମିଳିଥିବା ସୂଚନା ଗତକାଲି JE ଭବାନୀଶଙ୍କର ଅଫିସ ଯାଇ ଘରକୁ ଫେରିନଥିଲେ। ଆଉ ଶୁକ୍ରବାର ସକାଳୁ କେନାଲରେ…

ନବୀନ ସରକାରଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା…

ଚମ୍ପଇ ସୋରେନ ହେଲେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ; ହେମନ୍ତ ସୋରେନ ୫ ଦିନିଆ ଇଡି ରିମାଣ୍ଡରେ

ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଆଜି ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି…

ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ; ପ୍ରଧାନମନ୍ତ୍ରୀ ମୋଦି କରିବେ ଲୋକାର୍ପଣ

ପୁରୀ: ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ। ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ପାତାଳୀ ଶ୍ରୀକ୍ଷେତ୍ର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ…

ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁନମ…

ହେମନ୍ତଙ୍କୁ ସୁପ୍ରିମକୋର୍ଟରୁ ଧକ୍କା; ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଜେଏମଏମ ନେତା ହେମନ୍ତ ସୋରେନଙ୍କ ଗିରଫଦାରୀ ମାମଲାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଚ୍ୟାଲେଞ୍ଜ ଆବେଦନକୁ ସର୍ବୋଚ୍ଚ ଅଦାଲତ ମନା କରିବା ସହିତ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଜମି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଚମ୍ପଇ ସୋରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ନେଇ ଚାଲିଥିବା ରାଜନୀତି ଉପରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ ଚମ୍ପଇ ସୋରେନ ଏବଂ ଆଲାମଗିର ଆଲାମଙ୍କୁ ରାଜ ଭବନ ଡାକିଥିଲେ। ଏହା ପରେ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର…