Category: ସମ୍ପାଦକୀୟ

ଗେଡ଼ା ଲୋକ

ଆଉ ୧୫ ଦିନ ପରେ ଓଡ଼ିଶାର ଭାଜପା ସରକାର ବର୍ଷେ ପୂରଣ କରିବ । ୨୪ ବର୍ଷର ଗୋଟିଏ ସରକାରକୁ ୫ ଥର ସୁଯୋଗ ଦେବା ପରେ, ୨୦୨୪ରେ ଓଡ଼ିଶାର ଲୋକେ ତାକୁ ହଟାଇ ଦେଲେ । ବିଜୁ ଜନତା ଦଳ…

ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ

ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯାଉଥିବା କଥା ପୂର୍ବ ବିଜୁ ଜନତା ଦଳ ସରକାର କହିଆସୁଥିଲା ବେଳେ ଏହା ଏକପ୍ରକାର ପ୍ରଚାର ସଦୃଶ ରହିଥିଲା । ୨୪ ବର୍ଷର ସରକାର ପରେ ଏବେ ରାଜ୍ୟରେ ଭାଜପା…

ଭାଷା ବିଷ ମଞ୍ଜି କାହିଁକି ?

ଭାଷା ଗୋଟିଏ ଜାତିର ପ୍ରାଣ ଆବେଦନ ଓ ପରିଚୟ । କିନ୍ତୁ ବେଳେବେଳେ ଭାଷାଗତ ଦ୍ବନ୍ଦ୍ବ ଗୋଟିଏ ଜାତିର ମୂଳ ଅସ୍ମିତାକୁ ଦୋହଲାଇ ଦିଏ। ଏବେ ଓଡିଶାରେ ଦୁଇଟି ଶବ୍ଦ ଭିତରେ ଲଢେଇରୁ ଭାଷା ବିଷ ସଂକ୍ରମିତ କରୁଛି ଗୋଟିଏ ଜାତିକୁ…

ରତ୍ନଗର୍ଭା କେନ୍ଦୁଝର ଓ ଚକ୍ର-ବ୍ୟୁହ

ସରକାର ବଦଳିଗଲେ ଯେ ଲୁଚରାଜର ହିସାବ ନିକାଶ ହୋଇଯାଏ – ଏମିତି ଯଦି କେହି ଭାବୁଥାନ୍ତି, ସେହି ବ୍ୟକ୍ତି ଅଚ୍ୟନ୍ତ ସରଳ ଅଥବା ନିର୍ବୋଧ ହୋଇପାରନ୍ତି କେବଳ । ମହାପାତ୍ରେ ମାରୁଥାନ୍ତି, ଅନ୍ୟମାନେ ଜଳକା ହୋଇ ଦେଖୁଥାନ୍ତି। ଏହା ବର୍ତ୍ତମାନର ଭାରତୀୟ…

ଭାଷା ଓ ବିଭାଜନ

ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର…

ଅନୁପ୍ରବେଶକାରୀଙ୍କ ପାଇଁ ଲୋଡ଼ା ଦିଲ୍ଲୀ ଫର୍ମୁଲା

ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଆସିବାକୁ ମାସେ ବି ହୋଇନାହିଁ। ଆପ୍ ସରକାରର କିଛି ଜନଲୋଭନୀୟ ଯୋଜନାକୁ ବନ୍ଦ କରି ନାହାନ୍ତି ଭାଜପା ସରକାର । କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରେଖା ସରକାର ।…

ବିଜୁ ଜନତା ଦଳରେ ଅସ୍ତିତ୍ବ ସଂକଟ

ବିକୁ ପରିବାର ଅବଧାରଣା (କନ୍‌ସେପ୍ଟ)ରେ ଜନତା ଦଳକୁ ବିଭାଜିତ କରି ଜନ୍ମ ନେଇଥିଲା ବିଜୁ ଜନତା ଦଳ । ଏଥିପାଇଁ ବିଜୁଭକ୍ତ ନେତାମାନେ ନିଜନିଜର ଦକ୍ଷତା ଅପେକ୍ଷା ଭରସା କରିଥିଲେ ବିଜୁ ପୁତ୍ର ନବୀନଙ୍କ ଉପରେ । ନେତାମାନଙ୍କ ମଧ୍ୟରେ ପାରସ୍ପରିକ…

ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର

ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ…

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଆୟୁଷ୍ମାନ ଭାରତକୁ ନେଇ ସୂଚନା ଦେଲେ

ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା । ୭୦ ବର୍ଷରୁ…

ସରକାର ନିୟନ୍ତ୍ରଣମୁକ୍ତ କେବେ ହେବ ମନ୍ଦିର ?

ତିରୁପତିଙ୍କ ଦର୍ଶନକୁ ଯଉଁମାନେ ଯାଆନ୍ତି ସେମାନଙ୍କର ଦୁଇଟି ଇଚ୍ଛା ଥାଏ। ଗୋବିନ୍ଦା ଶ୍ରୀନିବାସଙ୍କ ମନଭରି ଦର୍ଶନ । ଘରକୁ ତିରୁପତି ଲଡୁ ଅଣାଯାଏ। ଆଖପାଖ ପରିବାରଙ୍କୁ ବଣ୍ଟା ଯାଏ । ସମସ୍ତଙ୍କର ଇଚ୍ଛା ଥାଏ ତିରୁପତି ଦର୍ଶନରୁ ଫେରିଲେ ଆଣିଥିବେ ଲଡୁ…