Category: ତାଜା ଖବର

ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି

ଆୟକର ବିଭାଗର ସ୍କାନରରେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ । ବାରମ୍ବାର ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରାକୁ ନେଇ ମୁଁହ ଖୋଲିଛନ୍ତି ବିଶାଲ ଦାସଙ୍କ ଭଉଣୀ ଦୀପାଳି ଦାସ । ସେ କହିଛନ୍ତି…

ଗୁଜରାଟରେ ଭୁଶୁଡ଼ିଲା ବ୍ରିଜ; ୯ ମୃତ, ୧୦ ଗୁରୁତର

ଗୁଜରାଟରେ ଭୁଶୁଡ଼ିଲା ପୋଲ। ମହୀସାଗର ନଦୀ ଉପରେ ଥିବା ୪୩ ବର୍ଷର ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ିଲା। ଯାହାଦ୍ବାରା ପୋଲ ଉପରେ ଦେଇ ଯାଉଥିବା ଏକାଧିକ ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ପ୍ରାୟ ୨ଟି ଟ୍ରକ୍, ଗୋଟିଏ ପିକ୍ଅପ୍,…

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଗିରଫ ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଆଶ୍ୱସ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଆଜି ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ୩୦ ହଜାର ଟଙ୍କା…

ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ

ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ମନମୋହନ ସାମଲ ଆଜି ସକାଳୁ…

ଭାରତ ବନ୍ଦକୁ ବିଜେଡିର ସମର୍ଥନ

ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ । ବ୍ୟାଙ୍କିଂ, ଖଣି, ପରିବହନ ଏବଂ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି ଧର୍ମଘଟରେ ଅଛନ୍ତି। ଏହାରି ମଧ୍ୟରେ ଭାରତ ବନ୍ଦକୁ ସମର୍ଥନ କରିଛି ବିଜେଡି ।…

ଶରଧାବାଲି ଦଳାଚକଟା ଘଟଣା: ଆଜିଠୁ ଘଟଣାର ହେବ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ; ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି

ଆଜି ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନ ପରଠୁ ସାକ୍ଷାତ । ଆସନ୍ତାକାଲି ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍‌ ହାଉସ୍‌ରେ…

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ । ଏହି ଡାକରା ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ୧୭ ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟରେ ବ୍ୟାଙ୍କିଙ୍ଗ, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ…

ଆଜି ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ କାଳିଆ ସାଆନ୍ତେ

ବଡ଼ ଦିଅଁ, ବଡ଼ ଠାକୁର ନାଁରେ ପରିଚିତ ଆମ କାଳିଆ ସାଆନ୍ତେ । ସତରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ସବୁଠୁ ନିଆରା । କାଳିଆ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । କାଳିଆ ନାଁ ଶୁଣିଲେ ରୋଗୀର…

ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର

ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ଅଳଙ୍କାର ପାଇଁ ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି ।ସରକାର ବ୍ୟବସ୍ଥା…

ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଏବଂ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ହେଲା ଘୋଷଣା

ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ଗତ କାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ପଦରେ ଅପ୍ରତିଦ୍ୱନ୍ଦୀ…