Category: ରାଜ୍ୟ

Geeta Pattnaik’s Funeral: ପଞ୍ଚଭୂତରେ ଲୀନ ହେଲେ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକର ସତୀଚଉରାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୀତାଙ୍କ ମରଶରୀରକୁ ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।…

Ratna Bhandar Review: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ଆରମ୍ଭ । ଲୋକସେବା ଭବନ ତୃତୀୟ ମହଲାରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଛନ୍ତି ।…

All-Party Meeting Begins: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ

ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ…

Anganwadi Centre Reopens: ରାଜନଗରରେ ଜାତିଆଣ ଘଟଣା: ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ରାଜନଗରରେ ଜାତିଆଣ ଘଟଣାର ମିମାଂସା ହୋଇଛି । ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି । ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ, ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ…

Maha Shivratri 2026: ୫ଟାରେ ଉଠିଲା ଶ୍ରୀ ଲୋକନାଥ ଦେବଙ୍କ ମହାଦୀପ; ରାତି ୧ଟାରେ ବାବା ଧବଳେଶ୍ୱରଙ୍କ ମହାଦୀପ

ପୁରୀ ଲୋକନାଥ ଦେବଙ୍କ ପୀଠରେ ଭୋର ୫ଟା ୧୦ରେ ଉଠିଲା ମହାଦୀପ । ପରମ୍ପରା ଅନୁସାରେ ବିଳମ୍ବିତ ରାତିରେ ହରିହର ଭେଟ ହେବା ପରେ ଭୋର ୫ଟା ୧୦ ରେ ମହାଦୀପ ଉଠିଥିଲା । ଵିଧି ମୁତାବକ ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ…

Maha Shivratri: ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ। ଆଜି ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଲା । ସେବାୟତମାନେ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ କରିଥିବାରୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ…

Geeta Patnaik Passes Away: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବ୍ରେନଷ୍ଟ୍ରୋକ ଯୋଗୁଁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଥିଲେ ଚିକିତ୍ସାଧିନ। ଆଜି ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ…

Biju Mahila Janata Dal: ବିଜୁ ମହିଳା ଜନତା ଦଳ ରାଜ୍ୟ କମିଟି ପଦାଧିକାରୀଙ୍କ ନାମ ଘୋଷଣା

ବିଜୁ ମହିଳା ଜନତା ଦଳ (BMJD) ରାଜ୍ୟ କମିଟି ପଦାଧିକାରୀଙ୍କ ନାମ ଘୋଷଣା । ୧୫୮ ଜଣଙ୍କୁ ଦିଆଗଲା ଉପସଭାନେତ୍ରୀ, ସାଧାରଣ ସମ୍ପାଦିକା ଓ ସମ୍ପାଦିକା ଦାୟିତ୍ୱ । ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।ବିଭିନ୍ନ ଜିଲ୍ଲାରେ ୬୪…

Ekamra Project: ବିନ୍ଦୁ ସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ । ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ ୨୦୨୬-୨୭ ଶେଷ ସୁଦ୍ଧା ଏକାମ୍ର ହେରିଟେଜ ପ୍ରକଳ୍ପ ସରିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ…

School Holiday For Water: ପାଣି ନଥିବାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛୁଟି; ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ

ପାଣି ପାଇଁ ସ୍କୁଲ ଛୁଟି । ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ । ଏପରି ଜଳକଷ୍ଟ ଦେଖାଦେଇଛି ଖୋଦ କରଞ୍ଜିଆ ବିଧାୟକଙ୍କ ନିଜ ବ୍ଳକରେ। ଠାକୁରମୁଣ୍ଡା…