ତାଜା ଖବର ରାଜ୍ୟ Controversy in Kotia: କୋଟିଆ ବାସିନ୍ଦା ଦେଲେ ଆନ୍ଧ୍ର ପଞ୍ଚାୟତ ଭୋଟ୍: ପୁଲିସ୍-ଜନତା ମୁହାଁମୁହିଁ November 5, 2026 Papirani ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତର ସମ୍ବେଦନଶୀଳ କୋଟିଆ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆରେ ଥିବା କିଛି ଆନ୍ଧ୍ର ଭୋଟର ମତଦାନ…