Author: Papi Jena

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଚଳିତବର୍ଷ ନିର୍ବାଚନରେ ଓଡ଼ିଶାରେ ନିଜର ସରକାର ବନେଇବା ପାଇ ଓଡ଼ିଶା ଆସୁଛନ୍ତି ଘନଘନ ବିଜେପିର କେନ୍ଦ୍ରରେ ଥିବା ହେବିୱେଟ୍ ନେତା । ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି…

୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଆସନ୍ତା ୨୬ ତାରିଖ ରବିବାର ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ୧୦ଟା ୩୦ରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ…

ଜୁନ୍ ୪ରେ ପ୍ରଚୁର ପାଣି ପିଇବାକୁ ସମାଲୋଚକମାନଙ୍କୁ ପରାମର୍ଶ ଦେଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଏଥର ପୁଣିଥରେ କେନ୍ଦ୍ରରେ ମୋଦୀ ସରକାର କ୍ଷମତା ହାସଲ କରିବ । ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେପି ଜିତିଥିବା ଆସନ…

ପିପିଲିରେ ବିଜେଡି କର୍ମୀଙ୍କ ଆକ୍ରମଣରେ ସମିତିସଭ୍ୟ ସହ ୨ ଗୁରୁତର

ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ । ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ…

ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ପ୍ରଣବ ପ୍ରକାଶ ଦାସ: ବିଜେପି

ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ । ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର…

୪୮ ଘଣ୍ଟା ଭିତରେ ପ୍ରମାଣ ଦେଇପାରିଲେନି ମୁଖ୍ୟମନ୍ତ୍ରୀ: ଅପରାଜିତା

ଆଜି ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡଙ୍ଗୀ କହିଛନ୍ତି ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ କାମକୁ ବିରୋଧ କରୁଥିବା ନେଇ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା…

ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ: ଜେପି ନଡ୍ଡା

ମୟୂରଭଞ୍ଜର କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ କହିଛନ୍ତି ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ। ଏ ସରକାର ଆଉଟସୋର୍ସ ହୋଇଯାଇଛି ଏହାକୁ ହଟାଇବା…

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସା

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଛି ।ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ସେହି ଗାଁର ଜଣେ ଯୁବକ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ପୋଲିସ ପହଞ୍ଚି ତଦନ୍ତ…

ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି :ଯୋଗୀ

ଓଡ଼ିଶାରେ ପହଞ୍ଚି ଚିଲିକାରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚିଲିକା ବାଣପୁର ସଭାରେ ଯୋଗ ଦେଉ ଦେଉ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ପ୍ରଭୁ ଜଗନ୍ନାଥ ଆମକୁ…