Traffic Guidelines for Kataka Durga Puja: କଟକରେ ଦୁର୍ଗାପୂଜା ପାଇଁ ଟ୍ରାଫିକ ମାର୍ଗଦର୍ଶିକା ଜାରି: ୧୬ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ବଳବତ୍ତର

ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଦୃଷ୍ଟିରେ ରଖି କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ସର୍ବସାଧାରଣଙ୍କ ଅବଗତି…

India Squad Announced for New Zealand Series: ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ଏହି ଗସ୍ତରେ ଭାରତ ୫ଟି ଦିନିକିଆ, ୫ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍ ପାଇଁ ଶୁଭମନ…

Newly Elected ABVP Student Leaders Meet CM Majhi: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ABVPର ଛାତ୍ର ପ୍ରତିନିଧି

ରାଜ୍ୟରେ ଶେଷ ହୋଇଥିବା କଲେଜ ନିର୍ବାଚନ ପରେ ଏବେ ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ କଲେଜ ନିର୍ବାଚନରେ ବିପୁଳ ସଫଳତା ହାସଲ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନବନିର୍ବାଚିତ ଛାତ୍ର ପ୍ରତିନିଧି ଓ…

Complaint against Collector: ସାଂସଦ ପ୍ରଦୀପ ପୁରୋହିତଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲାପାଳ

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ବିରୋଧରେ ଆଗତ ସ୍ୱାଧିକାର ଭଙ୍ଗ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ପକ୍ଷ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ସାଂସଦଙ୍କ ଅଭିଯୋଗର ଜବାବରେ ଜିଲ୍ଲାପାଳ ନିଜର ପକ୍ଷ ରଖିବା ସହ ତାଙ୍କ…

CJP Chief Abhijeet Dipke Detained: ଦିଲ୍ଲୀରେ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ଅଟକ

ଦିଲ୍ଲୀରେ ତ୍ରିରଙ୍ଗା ଯାତ୍ରା କରିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ପୋଲିସ ତାଙ୍କ ବାସଭବନରୁ ଅଟକ ରଖିଛି । କନଟ୍ ପ୍ଲେସ୍‌ର ସେଣ୍ଟ୍ରାଲ ପାର୍କରେ ‘ଲେହରା ଦୋ ତିରଙ୍ଗା’ ରାଲି କରିବାକୁ ସେ ଯୋଜନା କରିଥିଲେ…

Kataka Durga Puja 2026: ଦୁର୍ଗାପୂଜା ପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ

ଚଳିତ ବର୍ଷ ଦଶହରା ଓ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯିବ…

CM Majhi Sanctions Honorarium for Sarpanches: କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ୬…

State BJP Targets Rahul Gandhi and Congress: ରାଜନୈତିକ ପ୍ରତିରୋଧ ନାମରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ରାଜ୍ୟ ବିଜେପି

ଗଣତାନ୍ତ୍ରିକ ଉପାୟରେ କ୍ଷମତା ହାସଲ କରିବାରେ ଅସମର୍ଥ ହୋଇ ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ଦେଶରେ ଅରାଜକତା ସୃଷ୍ଟି…

Indian Men’s and Women’s Hockey Teams Arrive in Odisha: ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ଓ ମହିଳା ହକି ଦଳ; ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଏସିଆନ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୟୀ ହକି ଦଳ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଅତ୍ୟନ୍ତ ଭବ୍ୟ ଓ ଉତ୍ସାହଜନକ ସ୍ୱାଗତ…

इस महीने संसद का विशेष सत्र बुलाए जाने की संभावना

सरकार इस महीने के आखिर में संसद का एक विशेष सत्र बुला सकती है, जिसमें परिसीमन और महिला आरक्षण से जुड़े संविधान संशोधन विधेयकों पर चर्चा की जा सकती है…