Tag: Puri

କଣାସରେ ବାର୍ଡ ଫ୍ଲୁ !

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ବିଭିନ୍ନ ବ୍ଲକ ଅଞ୍ଚଳ ପରେ ଏବେ କଣାସ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ସତ୍ୟାସତ୍ୟ ଜାଣିବା ପାଇଁ କୁକୁଡ଼ାଙ୍କ ଲାଳ ରକ୍ତ ନମୁନା ଭୋପାଳ ପରୀକ୍ଷାଗାରାକୁ…

ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାରେ ମଦ କ୍ୟାବିନ ଖୋଲିବାକୁ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି । ଆଉ ମଦ କ୍ୟାବିନ୍‌ ଖୋଲିବନି ବୋଲି ନିଷ୍ପତ୍ତି ନିଆଯାଇଛି। ବେଳାଭୂମି ସହ…

ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ଜଣାପଡିଛି। ରାତି ୨ଟାରୁ ଦ୍ବାରଫିଟା ନୀତି ହେବାକୁ ଥିବା ବେଳେ ରାତି…

ଶ୍ରୀମନ୍ଦିର ରୋଷଘର ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ରିପୋର୍ଟ ଦାଖଲ…

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ…

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏଏସଆଇ

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ…

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଯିବା ଘଟଣାରେ ପୋଲିସର ତନାଘନା

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଦଧିନଉତି ଉପରକୁ ଜଣେ ବ୍ୟକ୍ତି ଚଢିଯିବା ଘଟଣାରେ ପୋଲିସର ତନାଘନା ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଦଧିନଉତି ଉପରକୁ ଚଢିଯାଇଥିଲେ, ସେ ନେଇ ପୋଲିସ…

ମହାପ୍ରଭୁଙ୍କ ବେଳାଭୂମିରେ ମଦ କାରବାର ଚଳିବ ନାହିଁ

ଜଗନ୍ନାଥ ଧାମ ଭଳି ପବିତ୍ର ସ୍ଥାନର ବେଳାଭୂମିରେ ମଦ କାରବାର ଚଳିବ ନାହିଁ । ରାଜ୍ୟ ସରକାରଙ୍କ ବେଳାଭୂମିରେ ମଦ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଏ ନେଇ…

ନିମାପଡ଼ା ଓ ଡେଲାଙ୍ଗକୁ ବ୍ୟାପିଲା ବାର୍ଡ ଫ୍ଲୁ

ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ାକୁ ବ୍ୟାପିଛି ବାର୍ଡ ଫ୍ଲୁ। ନିମାପଡ଼ାର କୋଠ କୋସଙ୍ଗ ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ପ୍ରସ୍ତୁତି ଚାଲିଛି। ୪୦ ଜଣିଆ ରାପିଡ ରେସପନ୍ସ…

ଶ୍ରୀମନ୍ଦିର ଆନନ୍ଦ ବଜାର ଶୃଙ୍ଖଳା ପାଇଁ ଅବସରପ୍ରାପ୍ତ ସେନା ମୁତୟନ

ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ୧୦ ଜଣ ମୁତୟନ ହୋଇଛନ୍ତି । ୨୦ ଜଣଙ୍କୁ ନିଯୁକ୍ତି ମିଳିଛି। ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ। ସକାଳେ ୧୦…