Tag: BJD

ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ

ଦଳ ଗଠନ ହେବା ଦିନଠୁ ରାଜ୍ୟବାସୀଙ୍କୁ ଶାସନ କରି ପ୍ରଥମ ଥର ହାରିବାର ସ୍ୱାଦ ଚାଖିଛି ବିଜେଡି। ପ୍ରଥମ ଥର ବିରୋଧୀ ଦଳ ଭାବେ ଉଭା ହୋଇଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବାକୁ…

ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ

ଦୀର୍ଘ ୨୪ ବର୍ଷ କାଳ ଶାସନ କରି ବିଜେଡି ପ୍ରଥମ କରି ବିରୋଧୀ ଦଳର ଭୂମିକା ନିଭାଉଛି। ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ । ନିଜ ଦଳର ୫୦…

୨୦ରେ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତା ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ…

ନିର୍ବାଚନରେ ବିଜେଡି ଲୋକ ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ବିଜେଡି ହିଁ ବିଜେଡିକୁ ହରାଇଛି । ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଜିତିଛୁ, ଜିତିବୁ, ଓଭର…

ପୂର୍ବ ସରକାର ଲାଗୁ କରିଥିବା ପ୍ରକଳ୍ପକୁ ଦୋହରାଇଲେ ନୂଆ ସରକାର: ବିଜେଡି

ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ…

ବଡ଼ଠାକୁର ପଡ଼ିଯିବା ଘଟଣାରେ ସରକାରଙ୍କୁ ଘେରିଲା ବିଜେଡି

କାଲି ଆଡ଼ପ ପହଣ୍ଡି ବିଜେ ବେଳେ ଖସିପଡ଼ିଲେ ବଡ଼ଠାକୁର ବଳଭଦ୍ର। ଏହି ବିଭ୍ରାଟ ପାଇଁ ଆଜି ସରକାରଙ୍କୁ ଘେରିଛି ବିଜେଡି। ଏଭଳି ଅଘଟଣ ପାଇଁ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ। ଏଭଳି…

ଦେବାଶିଷଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଲେ ସମ୍ବିତ ରାଉତରାୟ

ବିଜେଡି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସମ୍ବିତ ରାଉତରାୟ । ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଆଉ ୨୦୨୪ରେ ପତ୍ନୀ ୭୦ ହଜାର ପାଇଲେ…

କିଛି ଶିଖିଲାନି ବିଜେଡି; ପୁଣି ପାଣ୍ଡିଆନ ଛାପ

ନିର୍ବାଚନ ହାରିବା ପରେ ବି ବିଜେଡିର ଚେତା ପଶିନି। ଦଳରେ ପୁଣି ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳିଛି। ଲୋକଲୋଚନକୁ ନଆସି ପଛରେ ରହି ଦଳକୁ ଆଜି ବି ସେ ହାତମୁଠାରେ ରଖିଛନ୍ତି। ଆଜି ବିଜେଡିର ସମସ୍ତ ରାଜ୍ୟସ୍ତରୀୟ କମିଟି ଭଙ୍ଗାଯାଇ ନୂତନ…

ରଙ୍ଗ ବଦଳା ରାଜନୀତି ଛାଡି ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର: ବିଜେଡ଼ି

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳାଇବାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ…

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା

ପୁଣି ଅଡ଼ୁଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ…