ତାଜା ଖବର ରାଜ୍ୟ Flood Situation in Malkangiri: ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି; NH-326 ଯୋଗାଯୋଗ ପ୍ରଭାବିତ September 12, 2026 Nirvay ଲଘୁଚାପ କ୍ଷେତ୍ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜାତୀୟ ରାଜପଥ ୩୨୬ର କାଙ୍କରକୋଣ୍ଡା ଓ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି…
ତାଜା ଖବର ରାଜ୍ୟ Nandankanan Welcomes New Guests: ନନ୍ଦନକାନନକୁ ଆସିଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ September 12, 2026 Nirvay ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ ପକ୍ଷରୁ ଏହି ପ୍ରାଣୀଗୁଡ଼ିକୁ ନନ୍ଦନକାନନକୁ ଦାନ କରାଯାଇଛି । ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ୪ଟି ଜେବ୍ରା ଓ…
ରାଜ୍ୟ Ad*lt Movie Star Tina Nandy in Rourkela: ପୁଣି ଚର୍ଚ୍ଚାରେ ରାଉରକେଲା ସର୍କିଟ ହାଉସ September 11, 2026 Nirvay ପୁଣି ଚର୍ଚ୍ଚାରେ ରାଉରକେଲାର ପାନପୋଷ ସର୍କିଟ ହାଉସ । ଏହି ସର୍କିଟ ହାଉସକୁ ନେଇ ପ୍ରାୟ ପ୍ରତିଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି । ଏଥର ଆଡଲ୍ଟ ୱେବ ସିରିଜ ଅଭିନେତ୍ରୀ ଓ ମଡେଲ ଟିନା ନନ୍ଦୀଙ୍କ ଏକ ପୁରୁଣା…
ତାଜା ଖବର ରାଜନୀତି ରାଜ୍ୟ Telkoi BJP MLA Fears For Life: ତେଲକୋଇ ବିଧାୟକଙ୍କୁ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ: ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ପତ୍ର September 11, 2026 Papirani ତେଲକୋଇ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଡଃ ଫକୀର ମୋହନ ନାୟକଙ୍କୁ ଆକ୍ରମଣ ଏବଂ ଜୀବନରୁ ମାରିଦେବାର ନିରନ୍ତର ଧମକ ମିଳୁଥିବା ନେଇ ଏକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସେ ନିଜର…
ତାଜା ଖବର ଦେଶ ରାଜ୍ୟ BRICS Summit 2026: ବ୍ରିକ୍ସ ମିଡିଆ କିଟ୍ରେ ସ୍ଥାନ ପାଇଲା ପ୍ରସିଦ୍ଧ ‘କୋରାପୁଟ କଫି’ September 11, 2026 Papirani ନୂଆଦିଲ୍ଲୀର ଆୟୋଜିତ ହେବାକୁ ଥିବା ୧୮ଶ BRICS ସମ୍ମିଳନୀରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ମିଡିଆ କିଟ୍ରେ ଓଡ଼ିଶାର ପ୍ରସିଦ୍ଧ ‘କୋରାପୁଟ କଫି’କୁ ସ୍ଥାନ ମିଳିଛି। ଏହାଦ୍ୱାରା…
ତାଜା ଖବର ରାଜନୀତି ରାଜ୍ୟ Baijayant Panda To Head OBC Morcha: ବିଜେପିର ୭ ନୂଆ ମୋର୍ଚ୍ଚା ପ୍ରଭାରୀ ଘୋଷଣା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଓବିସି ମୋର୍ଚ୍ଚା ଦାୟିତ୍ୱ September 11, 2026 Papirani ଭାରତୀୟ ଜନତା ପାର୍ଟି ଆଜି ଦଳର ୭ଟି ନୂଆ ମୋର୍ଚ୍ଚା ପାଇଁ ନୂତନ ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ଯୁବ, ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, କିଷାନ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ଦାୟିତ୍ୱ ବରିଷ୍ଠ ନେତାମାନଙ୍କୁ…
ତାଜା ଖବର ରାଜ୍ୟ Orangutans Rescued In Odisha: ଶିଶୁ ଓରାଙ୍ଗଉଟାନ୍ ଜବତ ଘଟଣା: ମିଜୋରାମରେ ମାସେ ରହିବା ପରେ ଶାବକଙ୍କୁ ଓଡ଼ିଶା ଅଣାଯାଇଥିଲା ସୂଚନା September 11, 2026 Papirani ବାଲେଶ୍ୱରରେ ୫ଟି ଦୁର୍ଲଭ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଚୋରା ଚାଲାଣକାରୀ ଦଳ ଦକ୍ଷିଣ-ପୂର୍ବ ଏସିଆରୁ ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକୁ ସମୁଦ୍ର ଓ ସ୍ଥଳପଥ ଦେଇ ଭାରତକୁ ଆଣିଥିବା ପ୍ରାଥମିକ ତଦନ୍ତରୁ…
ତାଜା ଖବର ଦେଶ ରାଜ୍ୟ ब्रिक्स सम्मिट में देसी स्वाद का जलवा, कोरापुट कॉफी को ब्रिक्स मीडिया किट में मिली जगह September 11, 2026 Nirvay ओडिशा की मशहूर कोरापुट कॉफ़ी को 18वें ब्रिक्स समिट के लिए तैयार की गई मीडिया किट में जगह मिली है, जिससे राज्य की इस खास कॉफ़ी को राष्ट्रीय और अंतरराष्ट्रीय…
ବ୍ୟବସାୟ Former Boudh IIC Transferred Again: ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ; ପୁଣି ବଦଳିଲେ ବୌଦ୍ଧର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସ September 11, 2026 Papirani ବୌଦ୍ଧ ଥାନାର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ ପୁଣି ଥରେ ବଦଳି କରାଯାଇଛି। ପୋଲିସ୍ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେଣ୍ଟ୍ରାଲ୍ ରେଞ୍ଜ ଆଇଜି ଅଫିସକୁ ବଦଳି କରାଯାଇଥିବା ଜଣାପଡ଼ିଛି। ମାତ୍ର ୧୫ ଦିନ ମଧ୍ୟରେ ନଳିନୀକାନ୍ତଙ୍କର ଏହା ଦ୍ୱିତୀୟ…
ତାଜା ଖବର ରାଜ୍ୟ Indonesia Seeks Repatriation of 5 Orangutans Rescued in Odisha September 11, 2026 Nirvay The Indonesian Government has written to the Indian authorities seeking the repatriation of five baby orangutans rescued from Baleshwar in Odisha. The five orangutans are currently being cared for at…