Tag: Odisha

Subhadra Yojana: ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ କରିଛନ୍ତି ନୂଆ ଆବେଦନ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଲୋକ ସେବା ଭବନରେ ସୁଭଦ୍ରା ଯୋଜନାର ନୂଆ ଆବେଦନକାରୀଙ୍କ ସମୀକ୍ଷା କରି…

Ratha Jatra Review: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା କରିଛନ୍ତି। ବୈଠକରେ ପୂର୍ବରୁ ଜାରି କରାଯାଇଥିବା ୧୦ ଦଫା ନିର୍ଦ୍ଦେଶାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି,…

Panchayat Elections: ଏପ୍ରିଲ, ମେ ରେ ହେଇପାରେ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ

ଏପ୍ରିଲ ମେ ରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୨୭ ଜନଗଣନା ପରେ ଏପ୍ରିଲରେ ବିଜ୍ଞପ୍ତି ବାହାରିବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ । ସେ କହିଛନ୍ତି SIR କାମ ମାର୍ଚ୍ଚ…

Tension At FM University: ଫକିର ମୋହନ ବିଶ୍ୱବିଦ୍ୟାଳୟରେ ବିଳମ୍ୱିତ ରାତିରେ ଉତ୍ତେଜନା; ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

ରାତି ଅଧରେ ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ପରିସ୍ଥିତି । ୭ମ ଓ ୮ମ ସେମିଷ୍ଟର ବିଶ୍ୱବିଦ୍ୟାଳୟ କରୁନଥିବାରୁ ଅଭିଯୋଗକୁ ନେଇ ନର୍ସିଂ ଛାତ୍ରଛାତ୍ର ଆନ୍ଦୋଳନ କରୁଥିବା ସମୟରେ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଏକ ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ…

Jagannath Temple Land In Satyabadi: ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୯୩ ଏକର ଭୂ-ସମ୍ପତ୍ତି

ଶ୍ରୀଜଗନ୍ନାଥ ମନ୍ଦିରର ଜମି ସମ୍ପତ୍ତିର ସୁରକ୍ଷା ପାଇଁ ଚାଲିଥିବା ଅଭିଯାନରେ ଓଡ଼ିଶା ସରକାର ଆଉ ଏକ ସଫଳତା ହାସଲ କରିଛନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ ତହସିଲରେ ୬୯୩.୧୦୬ ଏକର ଜମି ପାଇଁ ରେକର୍ଡ ଅଫ୍ ରାଇଟ୍ସ (RoR) ର ସଫଳ ସଂଶୋଧନ…

Hirakud Dam Flood Water Release: ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି । ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପ୍ରଥମ ଦିନରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୦ଟି ଗେଟ୍ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଏବଂ…

Misconduct Allegations in Kalahandi: ସ୍କୁଲର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଘଟଣା; ଦାୟିତ୍ବରୁ ହଟିଲେ ପ୍ରଧାନ ଶିକ୍ଷକ

ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ ସହିତ ଅସଦାଚରଣ ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ମଦନପୁର ସରକାରୀ (SSD) ହାଇସ୍କୁଲର ପ୍ରଧାନ ଶିକ୍ଷକ ସାନ୍ତନୁ କୁମାର ମେହେରଙ୍କୁ ବହିଷ୍କାର କରାଯାଇଛି । କର୍ମଚାରୀମାନେ ମେହେରଙ୍କ ଅନୁପଯୁକ୍ତ ଆଚରଣ ଅଭିଯୋଗ…