Category: ବ୍ୟବସାୟ

ଓଲା, ଉବେରକୁ ଉପଭୋକ୍ତା ମନ୍ତ୍ରାଳୟର ନୋଟିସ୍‌; ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଦେଖାଯାଉଛି ଭିନ୍ନ ଦର

ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ଓଲା, ଉବେରକୁ ଦିଆଗଲା କାରଣ ଦର୍ଶାଅ ନୋଟିସ୍ । ଓଲା, ଉବେରକୁ ନୋଟିସ୍‌ ଜାରି କଲା ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ । ଆଇଫୋନ୍ ଓ ଆଣ୍ଡ୍ରଏଡରେ ଭିନ୍ନ ଭିନ୍ନ…

ଓଡିଶାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍‌

ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ଅପରାହ୍ନ ୪ଟାରେ ବିଶ୍ୱ…

ସେୟାର ମାର୍କେଟରେ ହଇଚଇ; ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କାର ମୂଲ୍ୟ

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା। ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ଧରଣର ହ୍ରାସ ଘଟିଛି। ଭାରତୀୟ ଷ୍ଟକ ବଜାର ଆଜି ଖୋଲିବା ମାତ୍ରେ ସେୟାର ମାର୍କେଟରେ ହଲଚଲ୍ ଦେଖିବାକୁ ମିଳିଛି। ରିଅଲ୍ ଇଷ୍ଟେଟ୍, ଫାଇନାନ୍ସିଆଲ୍ ସର୍ଭିସ୍ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ…

ନୂଆବର୍ଷରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆବର୍ଷରେ କମିଲା କମର୍ସିଆଲ ସିଲିଣ୍ଡରର ଦର । ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ ୧୪.୫୦ ଟଙ୍କା ହ୍ରାସ କରିଛି । କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ…

ଆନ୍ଦୋଳନକୁ ଓହ୍ଲାଇଲେ ଓମଫେଡ୍ ଗାଡ଼ି ଡ୍ରାଇଭର; ବଜାରରେ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍

ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ନରାଜ୍ ଓମଫେଡ୍ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ କଟକ-ଭୁବନେଶ୍ୱରରେ ଓମଫେଡ୍ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନା ଯୋଗ୍ୟ ଗତ ରବିବାର ଜଣେ ଓମଫେଡ୍ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ…

ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି; ପୁଣି ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ

ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କ ପାଇଁ ଖୁସିଖବର୍ । ଏଣିକି ଭଏସ୍‍ ଓ ଏସ୍‍ଏମ୍‍ଏସ୍‍ ପାଇଁ ଅଲଗା ଭାଉଚର ଜାରି କରିବେ ମୋବାଇଲ ସେବା ପ୍ରଦାନକାରୀ। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନର ବ୍ୟବହାର । ଟେଲିକମ ରେଗୁଲେସନ ଅଥରିଟି…

ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର

ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ (ୟୁନିଫାଏଡ଼୍ ପେମେଣ୍ଟ୍‌ସ ଇଣ୍ଟରଫେସ୍)। ଡିଜିଟାଲ ନେଣଦେଣକୁ ଗୁରୁତ୍ବ ଦେବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲାବେଳେ ସେବେଠାରୁ ଦେଶରେ ଡିଜିଟାଲ…

ମହାନଦୀ ସ୍ଥିତି ପାଇଁ ନବୀନ ଦାୟୀ: ପୃଥ୍ବୀରାଜ

ମହାନଦୀକୁ ନେଇ ତେଜୁଛି ବିରୋଧି ଆଉ ଶାସନଦଳଙ୍କ ବୟାନ ବାଜି । ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ ସେ କହିଛନ୍ତି ମହାନଦୀ ଧିରେ ଧିରେ ଶୁଖିବାକୁ ଆରମ୍ଭ କଲାଣି । ମହାନଦୀ ଓଡ଼ିଶାରେ ଲୀନ…

ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ରାଜନୀତିରେ ଝଡ଼; ନିନ୍ଦା କଲା ବିଜେଡି

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ଜୋର ଧରିଛି ରାଜନୀତି। ଓଡିଶା ବିଜେପିର ଟ୍ବିଟର ହେଣ୍ଡେଲରେ ନବୀନ ପଟ୍ଟନାୟକ ଓ ଭିକେ ପଣ୍ଡିଆନଙ୍କ ବିକୃତ ଫଟୋକୁ ଦେଖି ନିନ୍ଦା କରିଛି ବିଜେଡି । ବିଜେପିର…

ମେଡିକାଲରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ

ମେଡିକାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି । ଏହା ସହ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।…