Category: ବିଶ୍ୱ

ମହାକାଶରୁ ପୃଥିବୀକୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଲା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମହାକାଶରୁ ସୁରକ୍ଷିତ ଭାବେ ଫେରି ଆସିଲେ ଶୁଭ୍ରାଂଶୁ । ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ୧୮ ଦିନ ଧରି ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ରେ ରହିବା ଏବଂ ଅନେକ…

ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା: ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି । ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ ବୋଲି ଜଣା ପଡିଛି ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ରାଷ୍ଟ୍ର ଗସ୍ତରେ ଥିବା ବେଳେ ଗତକାଲି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ପହଞ୍ଚିଛନ୍ତି । ତ୍ରିନିଦାଦ ଓ ଟବାଗୋ ରାଷ୍ଟ୍ରପତି କ୍ରିଷ୍ଟିନ୍ କଙ୍ଗାଲୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ…

ପ୍ରଧାନମନ୍ତ୍ରୀ ମୋଦି ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ

ଘାନାର ଆକ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା’ ରେ ସମ୍ମାନିତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ ଡ୍ରାମାନି ମହାମା…

ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରୁ ମୋଦିଙ୍କ ସହ କଥା ହେଲେ ମହାକାଶଚାରୀ ଶୁଭାଂଶୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭାରତୀୟ ମହାକାଶଚାରୀ ତଥା ଗୃପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ସହିତ କଥା ହୋଇ ମହାକାଶରେ ଭାରତର ଗୌରବ ବଢ଼ାଇଥିବାରୁ ତାଙ୍କୁ ଶୁଭକାମନା…

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା । ସ୍ପେଶ୍‌ ଷ୍ଟେସନ୍‌ରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ପହଞ୍ଚିଛନ୍ତି। ଭାରତୀୟ ବାୟୁ ସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତରାଷ୍ଟ୍ରୀୟ ମହାକାଶ…

ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ୍

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଲଞ୍ଚ ହେଲା ଆକ୍ସିଅମ୍ -୪ ମିଶନ। ଶେଷରେ ମହାକାଶକୁ ଯାତ୍ରା କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ର ମିଶନ ପାଇଲଟ ଅଛନ୍ତି ଶୁଭାଂଶୁ ଶୁକ୍ଳା । ଦିନ ୧୨ଟା ୧ରେ ଫ୍ଲୋରିଡା…

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ; ଖସିଲା ସେନସେକ୍ସ ନିଫ୍ଟି

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ । ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ନିଫ୍ଟି ସେନସେକ୍ସ ୫୦୦ ପଏଣ୍ଟ ଓ ନିଫ୍ଟି ୨୫୦ ପଏଣ୍ଟ ଖସିଲା ।…

ଆମେରିକାର ଆକ୍ରମଣ ପରେ ଇରାନ୍‌ର ପ୍ରତି ଆକ୍ରମଣ; ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ

ଆମେରିକାର ଆକ୍ରମଣ ପରେ ଇରାନ୍‌ର ପ୍ରତି ଆକ୍ରମଣ ।ଇସ୍ରାଏଲରେ ଇରାନ୍‌ର ଜବାବୀ ବାଲିଷ୍ଟିକ୍ ମିସାଇଲ୍ ମାଡ଼ । ତେଲ ଅଭିଭ, ହାଇଫା ସମେତ ଅନେକ ସହରରେ ସାଇରନର ଶବ୍ଦ ଶୁଣିବାକୁ ମିଳୁଛି । ଇସ୍ରାଏଲର ଅଧିକାଂଶ ସହରକୁ ଆଲର୍ଟରେ ରଖାଯାଇଛି ।…

ଇରାନ୍ ଉପରେ ବଡ଼ ଆଟାକ୍; ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା । ଗତ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନାରେ ଆମେରିକା ପ୍ରବେଶ କରିଛି। ଆମେରିକା ଇରାନର ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଇରାନର…