Category: ବିଶ୍ୱ

ଦୁଇଦିନିଆ ଭାରତ ଗସ୍ତରେ ଅବୁଧାବୀର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ

ଭାରତ ଆସିବେ ଆବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ ଓ ୧୦ ତାରିଖ ୨ ଦିନିଆ ଭାରତ ଗସ୍ତରେ ଆସିବେ ମହମ୍ମଦ ବିନ୍‌ ଅଲ୍‌ ଜାୟଦ…

ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣ ଓ ସିଙ୍ଗାପୁରର ଇଣ୍ଟର୍ଣ୍ଣଙ୍କ ସହ କଥା ହେଲେ ମୋଦି

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି, ସିଆଇଆଇ-ଏଣ୍ଟରପ୍ରାଇଜ ସିଙ୍ଗାପୁର ଇଣ୍ଡିଆ ରେଡି ଟ୍ୟାଲେଣ୍ଟ ପ୍ରୋଗ୍ରାମର ଏକ ଅଂଶ ଭାବରେ ଭାରତରୁ ଆସିଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣ ଏବଂ…

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ପାରାଆଥଲେଟ ୬ ଦିନ ମଧ୍ୟରେ ଏଭଳି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା। ବାସ୍ତବରେ ଭାରତ ପାରାଲିମ୍ପିକ ଗେମ୍ସରେ ସର୍ବାଧିକ ପଦକ ଜିତି ନୂଆ…

୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ମୋଦି

ତିନିଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ବୃନେଇ ଗସ୍ତ। ବୃନେଇ…

ପାରାଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତକୁ ୮ ପଦକ

ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ…

ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…

ପ୍ୟାରିସ୍ ପାରା ଅଲମ୍ପିକ୍ସ: ସୁଟିଂରେ ଭାରତର ଅବନୀ ସ୍ୱର୍ଣ୍ଣ ଏବଂ ମୋନା ପାଇଲେ ବ୍ରୋଞ୍ଜ ପଦକ

ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମୋନା ଅଗ୍ରୱାଲ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ୟାରିସ ପାରା ଅଲମ୍ପିକ୍ ଗେମ୍ସରେ ଭାରତ ଦୁଇଟି ପଦକ…

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି। ଅଭ୍ୟାସ ବେଳେ ଖସିପଡିଥିବା ଜଣାପଡିଛି। ଭାରତୀୟ ସେନାର ଏକ ଚାଳକ ବିହୀନ କ୍ଷୁଦ୍ର ବିମାନ ଖସିପଡ଼ିଲା। ଯାନ୍ତ୍ରିକ ସମସ୍ୟାରୁ ନିୟନ୍ତ୍ରଣ ହରାଇ ପାକିସ୍ତାନ ନିକିଆଲ ସେକ୍ଟରରେ ଖସିପଡିଥିଲା। ପାକିସ୍ତାନ ସେନା ଉକ୍ତ ୟୁଏଭିକୁ…

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଜି ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ବତନ୍ତ୍ର ଟ୍ରେନ ଯୋଗେ ପୋଲାଣ୍ଡରୁ ୟୁକ୍ରେନ ପହଞ୍ଚିଛନ୍ତି ମୋଦୀ। ପହଞ୍ଚିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି ଭରତର ପ୍ରଧାନମନ୍ତ୍ରୀ ମୋଦୀ । କିଭ୍‌ରେ…

ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍; ୧୪ ମୃତ

ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର…