ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୫ ତାରିଖ ଗୁରୁବାର ଠାରୁ କେନ୍ଦୁଝର ଗସ୍ତରେ ଯିବେ । ସେ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରରେ ରହିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି କେନ୍ଦୁଝରରେ ଦୀପାବଳି ପାଳନ କରିବେ ।

ସେଠାରେ ସେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଦୀପାବଳି ପାଳନ କରିବେ । ଏହା ସହିତ ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବାର ସମ୍ଭାବନା ରହିଛି ।

By Nirvay

Leave a Reply

Your email address will not be published. Required fields are marked *