Day: 4 November 2026

70 Crore Fraud Case: ୭୦ କୋଟିରୁ ଅଧିକ ଟଙ୍କା ଠକେଇ; କୋଲକାତା ଟ୍ରେଡିଂ ସଂସ୍ଥାର ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ଇଡି

କୋଲକାତାର ଟ୍ରେଡିଂ କମ୍ପାନୀ ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ର ଚଢ଼ାଉ । ୭୦ କୋଟିରୁ ଅଧିକ ଟଙ୍କାର ଏକ ବିରାଟ ଆର୍ଥିକ ଠକେଇ ମାମଲାରେ ବୁଧବାର ସକାଳୁ ସକାଳୁ ଇଡି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର…