Day: 25 February 2024

ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ: ମନମୋହନ ସାମଲ

ଭୁବନେଶ୍ୱର: ”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଟ ସମୟ ଆସିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ…

ସୁବର୍ଣ୍ଣପୁର ର ବୀରମହାରାଜପୁର କୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା…

ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ

ବିଜେଡି ଛାଡ଼ିଲେ ବରିର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି । ବିଜେଡି ଛାଡ଼ିଲା ପରେ ଆଜି ପଦ୍ମ ଧରିଛନ୍ତି ସେ। ସେହିପରି ପୂର୍ବତନ ଅତାବିରା…

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍…

ଏନଏସି ଦାବିରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ

ବଲାଙ୍ଗିର: ଆଜି ବଲାଙ୍ଗିର ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ହୋଇଛି। ଲୋଇସିଂହାକୁ NAC ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି।ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ବନ୍ଦ ଡାକରା ହୋଇଛି। ଏହି ବନ୍ଦ…