Day: 28 February 2024

ସରକାରୀ ଟଙ୍କାରେ ଦଳୀୟ ପ୍ରଚାର : ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଆଜି ନିର୍ବାଚନ ଆୟୋଗ ଓଡିଶା ସରକାର ତଥା ଶାସକ ବିଜୁ ଜନତା ଦଳ (ବିଜେଡି) କୁ ସରକାରୀ ବିଜ୍ଞାପନରେ ଦଳର ‘ଶଙ୍ଖ’ ପ୍ରତୀକ ବ୍ୟବହାରକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ଆୟୋଗ ସେମାନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଓଡ଼ିଶାର…

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଇଡି ଜେରା

୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ। ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି। ସେ କହିଛନ୍ତି ଯେ ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ…

ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅନୀଲ ବିଶ୍ଵାଳ

ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ…

ମୟୁରଭଞ୍ଜରେ ମହାମହିମ; ମା’ କିଚକେଶ୍ବରୀଙ୍କୁ କଲେ ପୂଜାର୍ଚ୍ଚନା

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଛନ୍ତି। ଖିଚିଂରେ ପହଞ୍ଚିଲା ପରେ…

ବଦଳିଲେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳ; ବିଜୟ କୁମାର ଦାସ ନୂଆ CMC କମିଶନର

ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ବୁଧବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ବଦଳିଛନ୍ତି ବାଲେଶ୍ୱର,…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଲ୍ ଗେଟ୍ସ; ମିଶନ୍ ଶକ୍ତି ବଜାର କଲେ ପରିଦର୍ଶନ

ଏକ ଦିନିଆ ରାଜ୍ୟ ଗସ୍ତରେ ଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ଭୁବନେଶ୍ୱରର ମିଶନ ଶକ୍ତି ବଜାର ପରିଦର୍ଶନ କରିଛନ୍ତି। ନୂତନ ଭାବେ ଉଦ୍ଘାଟିତ SHG ବଜାର ଗସ୍ତ ସମୟରେ ସେ SHG ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡ଼ିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଛି । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

ସତ୍ୟବାଦୀରେ ଉମା, ସଞ୍ଜୟ କଳି; ଶଙ୍ଖ ଭବନରୁ ଆସିଲା ଡାକରା

ଭୁବନେଶ୍ୱର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ…

ପୋରବନ୍ଦରରେ ଭାରତୀୟ ନୌସେନା ଦ୍ଵାରା ଡ୍ରଗ୍ସ ଜବତ

ଏକ ପ୍ରମୁଖ ଅପରେସନରେ ଭାରତୀୟ ନୌସେନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ମଙ୍ଗଳବାର ଦିନ ସମୁଦ୍ରରେ ବହୁ ପରିମାଣର ଡ୍ରଗ୍ସ ଜବତ କରିଛି। ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହିତ ପ୍ରାୟ ୪୩୦୦ କିଲୋଗ୍ରାମ ଡ୍ରଗ୍ସ (୩୦୮୯କେଜି ଚାରାସ, ୧୫୮କେଜି…

ଭୁବନେଶ୍ୱର ମା’ ମଙ୍ଗଳା ବସ୍ତିରେ ବିଲ୍‌ ଗେଟ୍‌ସ

ଭୁବନେଶ୍ଵର : ଭୁବନେଶ୍ଵର ବିଲ୍‌ ଗେଟ୍‌ସ । ଆଜି ସକାଳୁ ସକାଳୁ ବିଲ୍‌ ଗେଟ୍‌ସ ଲୁମ୍ଵିନୀ ବିହାର ମା’ ମଙ୍ଗଳା ବସ୍ତିକୁ ଗସ୍ତ କରିଛନ୍ତି । ସେଠାରେ ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରୁଛନ୍ତି ମାଇକ୍ରୋସପ୍ଟର ସହ…