Day: 7 February 2024

ଓଡିଶା ପାଇଁ କ’ଣ କରିଛନ୍ତି ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ? : ନାଉରୀ ନାୟକ

ଭୁବନେଶ୍ୱର: ଓଡିଶାରେ ବିଜେଡି ଓ କଂଗ୍ରେସ ଭିତରେ ଅନେକ ଭିତିରି ବୁଝାମଣା ରହିଛି । ବିଧାନସଭା ଭିତରେ ଓ ବାହରେ କଂଗ୍ରେସ ବିଜେଡିକୁ ସହଯୋଗ କରିଆସୁଛି । ଏପରିକି ପରୋକ୍ଷ ଭାବେ ଓଡ଼ିଶାରେ କଂଗ୍ରେସ-ବିଜେଡି ମିଳିମିଶି ସରକାର ଚଳାଉଛନ୍ତି । ବାସ୍ତବରେ…

ବିଧାନସଭାରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିରୋଧୀ

ଭୁବନେଶ୍ୱର: ସାମ୍ନାକୁ ଆସିଛି ଏକ ବଡ ଖବର। ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ବିରୋଧୀ ଦଳ ନେତା ନାଉରୀ ନାଏକ। ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଏହି ଭଳି ଘଟଣା ଘଟିଛି। ଖାଲି ଏତିକି ନୁହଁ ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଛନ୍ତି ବିଜେପି…

ଓଡ଼ିଶାରେ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୧ଟା ୩୦ ଯାଏ…

ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଅଦାଲତି ଛାଟ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା। ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରକଳ୍ପ ଚୟନରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ…

ଓଡ଼ିଶାରେ ବିଜେଡି-ବିଜେପି ଭାଗିଦାରୀ ସରକାର: ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆଜି ଓଡ଼ିଶାରେ ରାହୁଲଙ୍କ ୨ୟ ଦିନ। ଆଜି ପାନପୋଷ ସମାବେଶରେ ରାହୁଲ ଗାନ୍ଧୀ ଉଦବୋଧନ କରିଛନ୍ତି। ସେ କହିଛନ୍ତି ଯେ ‘ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବାରୁ ଧନ୍ୟବାଦ’,ଗତବର୍ଷ କନ୍ୟାକୁମାରୀରୁ କାଶ୍ମୀର ଯାଏ ଯାତ୍ରା କରିଥିଲୁ। ସେ କହିଛନ୍ତି ଯେ ଦେଶରେ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ,…