Day: 27 February 2024

କ୍ରୀଡ଼ା ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ; ନୂଆ ରୂପ ପାଇବ ବାରବାଟୀ

ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ନେଇ ଯେଉଁ ପରିକଳ୍ପନା ହୋଇଥିଲା, ତାର ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି…

ପତଞ୍ଜଳି ଆୟୁର୍ବେଦ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ନିଜ ପ୍ରଡକ୍ଟ ବିଷୟରେ ମିଛ ବିଜ୍ଞାପନ ଦେଉଥିବାରୁ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ମିଛ ବିଜ୍ଞାପନ ଦେଇ ପୂରା ଦେଶକୁ ଭୁଆଁ ବୁଲାଯାଉଛି ବୋଲି କୋର୍ଟ କହିଛନ୍ତି। ଏଥିସହିତ ରୋଗ କିମ୍ବା ଅସୁସ୍ଥତା ସହ ଯୋଡ଼ି କମ୍ପାନୀ…

ଐତିହ୍ୟ ସ୍ମୃତି ବାରବାଟୀ ଷ୍ଟାଡିୟମ ଭଙ୍ଗା ନଯାଉ: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତି ପ୍ରସଙ୍ଗକୁ ବିରୋଧ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରୀଡ଼ାବିତଙ୍କ ମନକୁ ଆନ୍ଦୋଳିତ କରୁଛି। ଗତ କିଛି ଦିନ ତଳେ…

ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍‌, ଅଜିତ କ୍ରିଷନନ୍‌, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ବିକ୍ରମ ସାରାଭାଇ…

ମିଶନ ଶକ୍ତି ବଜାରର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି । ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ…

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା; ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ହୋଇଛି। ରାସ୍ତାକୁ ଓହ୍ଲାଇଛନ୍ତି ବରପଦା ବିକାଶ ମଞ୍ଚ। ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ ସେଥିପାଇଁ ବନ୍ଦ ଡାକରା ହୋଇଛି।ଭଦ୍ରକରୁ ଆଗରପଡ଼ା…

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା; ଅଡୁଆରେ ବିଧାୟକ ସମୀର ଦାଶ

ପୂର୍ବତନ ଓଡ଼ିଶା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ସମୀର ରଂଜନ ଦାଶଙ୍କ ପାଇଁ ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟରେ ପିଏଲ ଦାଖଲ ହେବା ପରେ ଅଡ଼ୁଆ ବଢ଼ିଛି।ଧର୍ମେନ୍ଦ୍ର ସାହୁଙ୍କ ବନ୍ଧୁ ଅକ୍ଷୟ…

ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ; ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ

ଭୁବନେଶ୍ୱର: ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ । ୩୦ ମହାବଳରୁ ୧୪ ବାଘୁଣୀ ଥିବା ସୂଚନା । କେବଳ ଶିମିଳିପାଳରେ ଅଛନ୍ତି ୨୭ ମହାବଳ ବାଘ ।…