Day: 15 February 2024

ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ…

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟରେ ମିଳିବ ରାଷ୍ଟ୍ରୀୟ ସମ୍ମାନ

ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ…

ଓଡ଼ିଶାରେ ୨୮ଟି ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ପୁରୀ: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ବିଜେପି ସରକାର ଓଡ଼ିଶାରେ ୬ ହଜାର ୬ ଶହ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛି । ପୁରୀରେ…

ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ

ପୁରୀ: ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ର ହେବ ଶୁଭାରମ୍ଭ । ଏନେଇ ପୁରୀ ମିଟିଂରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେପଟେ ଆଉ ଏକ…

କୋଟିପତି RTO ବସନ୍ତ ମହାପାତ୍ରଙ୍କ କଳା ସାମ୍ରାଜ୍ୟ

ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ସମ୍ପତ୍ତି ଦେଖି ସାରା ଓଡ଼ିଶା ଆଜି ସ୍ତବ୍ଧ । କୋଟି କୋଟି ଟଙ୍କାର ସମ୍ପତ୍ତି ହୋଇଛି ଠାବ । ଏପର୍ଯ୍ୟନ୍ତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ଼ । ବସନ୍ତ ମହାପାତ୍ର…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥୀପତ୍ର ଦାଖଲ ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ତଥା ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ। ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା…

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ବରପଦା ଇଞ୍ଜିନିୟରିଂ କଲେଜ ସମ୍ପର୍କିତ ଏକ ନିର୍ଦ୍ଦିଷ୍ଟ ଜମି ଜାଲିଆତି ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ସଭାପତିଙ୍କ ସହ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରେଡ୍ ଆରମ୍ଭ ହୋଇଛି । ପୂର୍ବତନ କଲେଜ ଅଧ୍ୟକ୍ଷ…