ବରପଦା ଇଞ୍ଜିନିୟରିଂ କଲେଜ ସମ୍ପର୍କିତ ଏକ ନିର୍ଦ୍ଦିଷ୍ଟ ଜମି ଜାଲିଆତି ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ସଭାପତିଙ୍କ ସହ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରେଡ୍ ଆରମ୍ଭ ହୋଇଛି ।

ପୂର୍ବତନ କଲେଜ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କ ଘରେ ରେଡ୍ ଚାଲିଛି ବୋଲି ଖବର ଆସିଛି ।

ଭଦ୍ରକର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।

By Nirvay

Leave a Reply

Your email address will not be published. Required fields are marked *