ତାଜା ଖବର ରାଜ୍ୟ Water Tax Unpaid Across OMC Mines: ଓଏମ୍ସିର ବିଭିନ୍ନ ଖଣି ଉପରେ ୮୫.୬୧ ଲକ୍ଷ ଟଙ୍କାର ଜଳକର ବାକି: ତୁରନ୍ତ ଆଦାୟ ପାଇଁ ଜଳସମ୍ପଦ ବିଭାଗର ତାଗିଦ୍ November 7, 2026 Papirani ଓଡ଼ିଶା ଖଣି ନିଗମ (ଓଏମ୍ସି)ର ବିଭିନ୍ନ ଖଣି ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ୮୫.୬୧ ଲକ୍ଷ ଟଙ୍କାର ଜଳକର ବାକି ପଡ଼ିଛି। ଦୀର୍ଘ ମାସ ଧରି ଜଳ ବ୍ୟବହାର କରୁଥିଲେ ମଧ୍ୟ ନିୟମିତ ଭାବେ ଜଳକର ପୈଠ କରାଯାଉ ନଥିବାରୁ ଏହି…