Tag: Prafulla Samal

Prafulla Samal Hospitalised: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅସୁସ୍ଥତା ଖବର ପାଇବା ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି…

Odisha Politics: ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ, ଭଉଣୀ

ଭଦ୍ରକରେ ବିଜେଡିକୁ ଶକ୍ତ ଝଟ୍‌କା । ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ ଆଜି ବିଜେପିରେ ମିଶିଛନ୍ତି । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମଲଙ୍କ ଦୁଇ ପୁଅ…

ସସ୍ମିତ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଫୁଲ୍ଲ ସାମଲ ଓ ଗଣେଶ୍ୱର

ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ୱିମତ ପରେ ଉଷ୍ମ ହେଲା ରାଜ୍ୟ ରାଜନୀତି । ୱକ୍‌ଫ ବିଲ୍ ସପକ୍ଷରେ ମତ…

ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ବ। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ହେଲେ ନିଯୁକ୍ତ ପ୍ରଫୁଲ୍ଲ ସାମଲ । ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୨୦୧୭ ଏପ୍ରିଲ ମାସରେ ବିଜେଡି…

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ ଉପରେ ରେଡ଼

ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍‌। ଫ୍ଲାଇଂ ସ୍କ୍ବାଡ୍‌, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ରେଡ୍‌ କରିଥିବା ଜଣା ପଡ଼ିଛି। ଭଦ୍ରକ ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ…

ନବୀନ କବ୍‌ଜାକାରୀଙ୍କ କଥା ପ୍ରମ୍ପଟିଂ କରୁଛନ୍ତି : ବୈଜୟନ୍ତ

ବିଜେଡିକୁ ବଡ ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେବେ ଫେରାଇବେ ପଚାରନ୍ତୁ କହିଲେ ବୈଜୟନ୍ତ। ଚାବି ଦେବେ ନା ୧୦ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ କହିଲେ।କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ଆରୋପ…

ବିଜେପିରେ ମିଶିଲେ ଜିତୁ ମିତ୍ର

ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ ଜିତୁ ମିତ୍ର।ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ’ରେ ସାମିଲ୍ ହେଲେ। ଏଥର ତାଙ୍କ ବଦଳରେ ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁଙ୍କୁ ଟିକେଟ…

ଓଡ଼ିଶାରେ ସରକାରୀ ବାବୁଙ୍କ ରାଜୁତି ନେଇ ବର୍ଷିଲେ ନଡ୍ଡା

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଶାଳ ରୋଡ଼ ସୋ କରିଛନ୍ତି। ପୁରୁଣା ଭୁବନେଶ୍ବର ମାଉସୀ ମା ଛକରୁ ବଢେଇବାଙ୍କ ଛକ ଯାଏଁ ରୋଡ଼ ସୋ କରି ପାୱାର କରିବା ସହ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବର୍ଷିଲେ…

ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ଭୁବନେଶ୍ବର: ଇଡିରେ ହାଜର ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ସେ। ପ୍ରଫୁଲ ସାମଲ ଓ ତାଙ୍କ ପୁଅ…

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଇଡି ଜେରା

୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ। ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି। ସେ କହିଛନ୍ତି ଯେ ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ…