Day: 19 November 2026

Cyclone Akvan Updates: ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅକବାନ’

ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଅକବାନ’ । ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ‘ଅକବାନ’ ଧୀରେ ଧୀରେ ଉତ୍ତର ଦିଗକୁ ଗତି…