ତାଜା ଖବର ରାଜ୍ୟ Cyclone Akvan: ବାତ୍ୟା ‘ଅକୱାନ’ ର ବଦଳୁଛି ଗତିପଥ, ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବା ସମ୍ଭାବନା November 18, 2026 Nirvay ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅକୱାନ’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି । ଏହାର ଗତିପଥରେ ମଧ୍ୟ ପରିବର୍ତ୍ତନ ହେଉଛି । ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରିଥିବା ନୂଆ ଟ୍ରାକ୍ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ…