ତାଜା ଖବର ଦେଶ Japan Earthquake: ୫.୭ ତୀବ୍ରତାର ଭୂକମ୍ପରେ ଥରିଲା ଜାପାନ November 8, 2026 Papirani ଜାପାନର କେନ୍ଦ୍ରୀୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରାତି ୧ଟା ୪ ମିନିଟ୍ ସମୟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୭ ରହିଥିଲା। ଏହି ହଠାତ୍ ଝଟ୍କା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମିଳିଥିବା…