ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ ଜିତୁ ମିତ୍ର।ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ’ରେ ସାମିଲ୍ ହେଲେ। ଏଥର ତାଙ୍କ ବଦଳରେ ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି। ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ଜିତୁ ମିତ୍ର, ଆଜି ଶେଷରେ ବିଜେପିରେ ମିଶିଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୧୯ ରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଏବେ ପୁଣି ବିଜେପିକୁ ଫେରିଛନ୍ତି। ତେବେ ଖୋର୍ଦ୍ଧାରେ ବିଜେପି ବଳ ଗୋଟାଉଥିବା ବେଳେ ବିଜେଡି ଦୃବଳ ହେବାରେ ଲାଗିଛି।

By Nirvay

Leave a Reply

Your email address will not be published. Required fields are marked *