Day: 4 February 2024

ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରେ ଫାଟ

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ। ପଦ୍ମ ପାଖୁଡାରେ ବିରାଟ୍‌ ଫାଟ ସୃଷ୍ଟି ହୋଇଛି। ଯାହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଥିଲା, ସେଥିରୁ ପଥର ଖସି ତଳେ ପଡିଛି।…

ମୋଦୀଙ୍କ ଓଡ଼ିଶା ଗସ୍ତ; ଓଡ଼ିଶାରେ ଭାଜପା ନା ବିଜେଡି କରିବ ରାଜ? ଦ୍ଵନ୍ଦ ଦୂର କଲେନି ମୋଦୀ

ଭୁବନେଶ୍ୱର: ପାଖେଇଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟ ସେହି ଭଳି ପ୍ରଚାର କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଆଖି ଦେଖାଇ ବସିଛନ୍ତି କିଭଳି ଶାସକ ଦଳକୁ ନିଚା ଦେଖେଇବେ। ଏଇ ସବୁ ଭିତରେ ଚର୍ଚ୍ଚାରେ…

ଆସନ୍ତାକାଲିଠୁ ବିଧାନସଭା; ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ DGP

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବଜେଟ ଅଧିବେଶନ। ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ…

ଓଡ଼ିଶାର ପଦ୍ମ ବିଜେତାଙ୍କୁ ଭେଟିଲେ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଥିଲେ। ସେ ସେଠାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ଭେଟିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ସେ ଏହି ସୂଚନା ଦେଇଛନ୍ତି। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ପଦ୍ମଶ୍ରୀଙ୍କୁ ସଂଗୀତଜ୍ଞ ଶ୍ରୀ ଜିତେନ୍ଦ୍ର…