Day: 14 February 2024

କଟକ ବସ୍ ‌ଦୁର୍ଘଟଣା: ଜଣେ ମୃତ, ୧୬ ଆହତ

କଟକ ଗୋପାଳପୁର ଛକରେ ‘ଚନ୍ଦନ’ ବସ୍‌ ଓଲଟିବା ଘଟଣାରେ ଜଣେ ମୃତ, ଓ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ବ୍ୟକ୍ତି ବସ୍ ର କଣ୍ଡକ୍ଟର…

ଏ ସପ୍ତାହରେ ୬୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେଡି

ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଶାସକ ବିଜୁ ଜନତା ଦଳ ପାଖାପାଖି ୬୦ ବିଧାନସଭା ଆସନ ପାଇଁ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ। ଏ ବାବଦରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ସହ ଆଶାୟୀ ମାନଙ୍କ…

ବିଜେଡି-ବିଜେପିର ଓଡ଼ିଶାରେ ବୈବାହିକ ମେଣ୍ଟ – ଅଜୟ କୁମାର

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଓଡ଼ିଶା ପିସିସି ପ୍ରଭାରୀ ଡ. ଅଜୟ କୁମାର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସେ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା…

ଗଞ୍ଜାମ ଜିଲ୍ଲାର ଶେରଗଡ଼କୁ ଏନ୍‌ଏସି ମାନ୍ୟତା

ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼ ପାଇଁ ଏନ୍‌ଏସି ମାନ୍ୟତା ଘୋଷଣା କରିଛନ୍ତି । ଶେରଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭା ହିଞ୍ଜିଳି ଅନ୍ତର୍ଗତ ହୋଇଥିବାରୁ ଏ ଘୋଷଣାର ଅଧିକ ମହତ୍ତ୍ୱ ରହିଛି ବୋଲି କୁହା ଯାଉଛି…

ରାଜ୍ୟ ହିତରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ: ନବୀନ ପଟ୍ଟନାୟକ

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛନ୍ତି । ରାଜ୍ୟର ରେଳ ତଥା ଦୂରସଂଚାର କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଓ…

ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ

ନିର୍ଭୟର ଆକଳନ ସତ୍ୟ ହେଲା । ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା । କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ବିଜେପି ର ରାଜ୍ୟ ସଭା ପ୍ରାର୍ଥୀ । ଯଦିଓ ଓଡ଼ିଶାରେ ବିଜେପିର ସଂଖ୍ୟା ନାହିଁ,…

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜନଗରର ବିଧାୟକ ଥିଲେ। ଅଂଶୁମାନ ରାହୁଲ ଗାନ୍ଧିଙ୍କ ଭାରତ ଜୋଡ଼ୋ ନ୍ୟାୟ ଯାତ୍ରାରେ ସକ୍ରିୟ ଥିଲେ ତଥା କୁତ୍ରା, ବଡ଼ଗାଁ,…