ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଶାସକ ବିଜୁ ଜନତା ଦଳ ପାଖାପାଖି ୬୦ ବିଧାନସଭା ଆସନ ପାଇଁ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ।

ଏ ବାବଦରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ସହ ଆଶାୟୀ ମାନଙ୍କ ସହ ଆଲୋଚନା ସରିଯାଇଛି ବୋଲି ଖବର ଆସିଛି ।

ଏହି ୬୦ଟି ଆସନ ଘୋଷଣା ପରେ ବିଜୁ ଜନତା ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *