ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଓଡ଼ିଶା ପିସିସି ପ୍ରଭାରୀ ଡ. ଅଜୟ କୁମାର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସେ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି।

“ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଆସିଛି। ବ୍ୟାପକ ଦୁର୍ନୀତି ସତ୍ତ୍ୱେ କାହିଁକି ରେଡ୍‌ ହେଉନି ଓଡ଼ିଶା ବାସୀ ବୁଝି ସାରିଛନ୍ତି । ନବୀନ ଓ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ, ଇଡି ରେଡ୍‌ କରୁନି, ସେକଥା ଆଉ ଅଛପା ନାହିଁ” ବୋଲି କହିଛନ୍ତି ଅଜୟ କୁମାର ।

By Nirvay

Leave a Reply

Your email address will not be published. Required fields are marked *