Day: 19 February 2024

ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା । ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ତେବେ ପରୀକ୍ଷାରେ ସହଯୋଗ କରିବ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ସରକାରଙ୍କ ସହ ଆଲୋଚନା ପରେ ଓଷ୍ଟା ସମ୍ପାଦକ…

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱରର ମିଶନ ଶକ୍ତି ବଜାର

ଭୁବନେଶ୍ୱର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଜଧାନୀର ମଧ୍ୟ ଭାଗରେ ନିର୍ମାଣାଧୀନ ମିଶନ୍ ଶକ୍ତି ବଜାର ପରିଦର୍ଶନ କରିଛନ୍ତି। ବିସ୍ତୃତ ମିଶନ ଶକ୍ତି ବଜାର ସହରୀ ଗ୍ରାହକଙ୍କ ପାଇଁ ଆନନ୍ଦଦାୟକ ହେବ। ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ବିସ୍ତାର, ଏଥିରେ…

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଢେଙ୍କାନାଳ: ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଢେଙ୍କାନାଳ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଓ ଟାଉନ କଂଗ୍ରେସ ସଭାପତି ହାଇଦର…

ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଛି। ରାଜ୍ୟ କଂଗ୍ରେସରେ ଟିକେଟ୍‌ କସରତ । ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ୍‌ ଦେବା ପାଇଁ କଂଗ୍ରେସର ବସିଲା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକ । ଏହି ବୈଠକରେ ପିସିସି ସଭାପତିଙ୍କ ସହ ପ୍ରଦେଶ…

ନକଲି ଯୁଦ୍ଧ ପୋଷାକ କପଡ଼ା ବିକ୍ରି ଅଭିଯୋଗରେ ବ୍ରହ୍ମପୁରରେ ଚଢ଼ାଉ

ମିଲିଟାରୀ ଇଣ୍ଟେଲିଜେନ୍ସ ୟୁନିଟ୍, ଗୋପାଳପୁରରୁ ମିଳିଥିବା ନିର୍ଦ୍ଦିଷ୍ଟ ନିବେଶକୁ ଆଧାର କରି ବ୍ରହ୍ମପୁର ପୋଲିସ ଗଞ୍ଜାମ ଗାଲାକ୍ସି ଷ୍ଟୋର ନାମକ ଏକ ବସ୍ତ୍ର ଦୋକାନରୁ ନକଲି ସେନା ଯୁଦ୍ଧ ୟୁନିଫର୍ମ ଜବତ କରିଛି। ଜାନୁଆରୀ ୧୫,୨୦୨୨ରେ ସେନା ଦ୍ଵାରା ନୂତନ ଡିଜିଟାଲ୍…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚବିଦ୍ୟାଳୟ ବାହାରେ ଥିବା ଏକ ଦୋକାନ…