Day: 21 February 2024

ନୂଆ ଜାତୀୟ ସର୍ଭେ ରେ ଓଡ଼ିଶାରେ ବିଜେପିକୁ ୨୦ ଲୋକ ସଭା ଆସନ, ବିଜେଡିକୁ ୧

ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦଳ ଅଣ୍ଟା ଭିଡ଼ି ପ୍ରସ୍ତୁତ ଅଛନ୍ତି। ହେଲେ ନିକଟରେ ଫେଡେରାଲ ସର୍ଭେରୁ କିଛି ଏମିତି ରିପୋର୍ଟ ବାହାରିଛି। ସର୍ଭେ ଅନୁସାରେ ଓଡ଼ିଶା ଏବଂ କର୍ଣ୍ଣାଟକ ରାଜ୍ୟ…

ଆଦିବାସୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ…

ଦିବ୍ୟାଙ୍ଗ ସାଜି କରୁଥିଲେ ଭିକ୍ଷା ବୃତ୍ତି, ୪ ଜଣ ଗିରଫ

ବ୍ରହ୍ମପୁର: ଦିବ୍ୟାଙ୍ଗ ସାଜି କରୁଥିଲେ ଭିକ୍ଷା ବୃତ୍ତି । ଏଭଳି ଭିକ୍ଷା ବୃତ୍ତି ଟଙ୍କା ମାଗୁଥିବା ଘଟଣାରେ ୪ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଗିରଫ ୪ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ତେବେ ବ୍ରହ୍ମପୁର ଏସପିଙ୍କ…

ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂଆ ତିଆରି ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିଅମ୍

ସଂପୂର୍ଣ୍ଣ ରୂପେ ଭଙ୍ଗାଯିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ବର୍ତ୍ତମାନ ଯେଉଁ ଷ୍ଟାଡିୟମ ରହିଛି, ତାକୁ ପୁରାପୁରି ଭଙ୍ଗା ଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ। ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ…

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁଅ ରାଜୀବ ସୂଚନା ଦେଇଛନ୍ତି। ଗତ ରାତିରେ ଅମିନ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ରିଲାଏନ୍ସ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର…

ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ମିଶ୍ରଣ ପର୍ବ। ‘ଅନ୍ଧ, ମୁକ, ଦୁର୍ନୀତି ଗ୍ରସ୍ତ, ଗରିବ ବିରୋଧୀ’ ସରକାରକୁ ନିନ୍ଦା କରିଛନ୍ତି ସେ। ସେ ବହୁତ ଗର୍ବିତ ଆଜି ବିଜେପିରେ…

ଲିଙ୍ଗରାଜ ମନ୍ଦିର ବାହାରେ ବିଦେଶିନୀ ଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ । ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସେବାୟତ । ଗିରଫ ଅଭିଯୁକ୍ତଙ୍କ ନାମ କୁଣ୍ଡୁ ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର…

ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ନେଇ ସରିଲା ପ୍ରଥମ ବୈଠକ। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯଥା ସମୟରେ ପୂଜା ରୀତିନୀତି ସରିବ ଏବଂ ରାତି ୧୦ରୁ ସାଢ଼େ ୧୦ଟା ମଧ୍ୟରେ ଉଠିବ ମହାଦୀପ। ମନ୍ଦିର ପ୍ରଶାସନ…

ଆରମ୍ଭ ହେବ ଭୁବନେଶ୍ୱର-ନୂଆଦିଲ୍ଲୀ ନୂଆ ଟ୍ରେନ ଭାୟା କେଉଁଝର

କେଉଁଝର ଜିଲ୍ଲା ଦେଇ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ଏକ ନୂତନ ଟ୍ରେନ୍ ଚଳାଚଳ କରିବ ଏବଂ ଖୁବ୍ ଶୀଘ୍ର ଟ୍ରେନ୍ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କ ଏକ ସରକାରୀ ବିଜ୍ଞପ୍ତିରେ ବିଜେପି…