Day: 22 February 2024

ସପ୍ତମ ବେତନ କମିଶନ ହାରରେ ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବଢିବ

ଭୁବନେଶ୍ୱର – ଆଜି ବସିଥିବା କ୍ୟାବିନେଟ ବୈଠକରେ ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହେବ । ସପ୍ତମ ବେତନ କମିଶନ…

କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ବଢ଼ିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ କାଳିଆ ଯୋଜନା, ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା, ଶିକ୍ଷକଙ୍କୁ ୭ମ ବେତନ ଆଧାରରେ ଦରମା ଆଦି ପ୍ରସ୍ତାବ…

ନବୀନ ସରକାଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ବି‌େଜପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ପ୍ରଦୀପ…

ପାଣ୍ଡିଆନଙ୍କୁ ଟମାଟୋ ମାଡ଼ !

ବ୍ରହ୍ମପୁର: ପାଣ୍ଡିଆନଙ୍କୁ ଟମାଟୋ ମାଡ। ଭରା ମଂଚରେ କେମିତି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଯୁବକ ଜଣକ ଟମାଟୋ ମାଡ କଲେ । ଖାଲି ଟମାଟୋ ମାଡ ନୁହେଁ ବରଂ ବିରୋଧ ପ୍ରଦର୍ଶନ କରୁଥିବା ବି ଦେଖିବାକୁ ମିଳିଲା…

ଆଜିଠାରୁ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ଆଜିଠାରୁ ଆରମ୍ଭ ହେଉଛି ଯୋରନ୍ଦା ମାଘ ମେଳା I ଏହି ମେଳା ୩ ଦିନ ଧରି ଚାଲିବ I ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠ। ଯୋରନ୍ଦା ମହିମା ଗାଦି ପୀଠକୁ ରାଜ୍ୟ…

ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର: ରାଜନାଥ ସିଂହ

ନବରଙ୍ଗପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଞ୍ଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ଦକ୍ଷିଣ ଓ ପଶ୍ଚିମ…