Day: 5 February 2024

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ଵର: ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡିଆ…

ଭୁବନେଶ୍ବର ବରମୁଣ୍ଡା ISBT ବସଷ୍ଟାଣ୍ଡ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ହେବ ନାମିତ

ଭୁବନେଶ୍ଵର: ଭାରତୀୟ ସମ୍ବିଧାନ ର ଜନକ ତଥା ସାମାଜିକ ନ୍ୟାୟ ର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡା ର ନବନିର୍ମିତ ବସ ଷ୍ଟାଣ୍ଡ .ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହା ପ୍ରକାଶ କରିବା…

ଷୋଡଶ ବିଧାନସଭାର ଶେଷ ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ 

ଭୁବନେଶ୍ୱର: ଆଜିଠୁ ଷୋଡଶ ବିଧାନସଭାର ଶେଷ ଅଧିବେସନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭା ଅଧିବେସନରେ ପୁଙ୍କାନୁପୁଙ୍ଖ ଆଲୋଚନା କରିବା ସହିତ…

ଟିମ୍ ଇଣ୍ଡିଆର ବଦଲା; ବିଶାଖାପାଟଣା ଟେଷ୍ଟ ଜିତିଲା ଭାରତ

ବିଶାଖାପାଟଣା: ପ୍ରଥମ ଟେଷ୍ଟର ବଦ୍‌ଲା ନେଲା ଟିମ୍‌ ଇଣ୍ଡିଆ । ବିଶାଖାପାଟଣାରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ବିଜୟୀ ହୋଇଛି ରୋହିତ ବାହିନୀ । ଯାହାଫଳରେ ୫ଟିକିଆ ସିରିଜ୍‌ରେ ୦-୧ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଏବେ ୧-୧ରେ…

ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ୍

ଝାଡଖଣ୍ଡ: ଆଜି ଝାଡଖଣ୍ଡରେ ଅସ୍ଥା ଭୋଟ୍‌ (ଟ୍ରଷ୍ଟ୍‌ ଭୋଟ୍‌)ହୋଇଯାଇଛି। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ…

ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରୁ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର…