Day: 13 February 2024

ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି

ମମତା ଯୋଜନା ସହାୟତା ରାଶି ୨ ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ…

ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ହ୍ରାସ

ନିର୍ବାଚନ ପୂର୍ବରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା । ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି । ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ…

ଓଡ଼ିଶାରୁ ତୃତୀୟ ରାଜ୍ୟ ସଭା ଆସନର ପ୍ରାର୍ଥୀ ହେବେ ଅଶ୍ବିନୀ ବୈଷ୍ଣବ!

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହେବେ । ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ଦୁଇଟି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଥିବା ବେଳେ ତୃତୀୟ…

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଶିବରାଜ ସିଂ ଚୌହାନ

ଆଜି ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସରକାର ଚଳାଉନାହାନ୍ତି, ସ୍ଥିତି ଦେଖିଲେ ଲାଗୁଛି ଆଉଟସୋର୍ସକୁ ଶାସନ ବ୍ୟବସ୍ଥା ଦିଆଯାଇଛି। ଅଧିକାରୀ…

ଯାଜପୁରରେ ପାଣ୍ଡିଆନ; ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଜିକ କାର୍ଡ

ଯାଜପୁର: ଯାଜପୁରରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଯାଜପୁର କୁସୁମା ନିକଟ ପଡ଼ିଆରେ ପହଞ୍ଚି ପ୍ରଥମେ ଏସ୍‌ସି କଲେଜ ପଡିଆରେ ଆୟୋଜିତ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5-T ଅଧ୍ୟକ୍ଷ ଯୋଗ ଦେଇଛନ୍ତି । ଏହି ଅବସରରେ…

ରାଜ୍ୟସଭା ନିର୍ବାଚନ: ଦେବାଶିଷ ଓ ଶୁଭାଶିଷଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାମାଙ୍କନ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ କଲେ ଦୁଇ ନେତା। ନାମାଙ୍କନ ଦାଖଲ କରିବା ସମୟରେ ଉପସ୍ଥିତ ଥିଲେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀ।ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ…

ପ୍ରକାଶ ପାଇଲା NTA JEE ଫଳାଫଳ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ଆଜି ଘୋଷଣା କରିଛନ୍ତି ଯେ ତେଇଶ ଜଣ ପ୍ରାର୍ଥୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Main ରେ ସର୍ବାଧିକ ୧୦୦ ସ୍କୋର କରିଛନ୍ତି।୧୦୦ NTA ସ୍କୋର କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୭ଜଣ ତେଲେଙ୍ଗାନାର, ହରିୟାଣାର ଦୁଇଜଣ, ଆନ୍ଧ୍ରପ୍ରଦେଶ,…