Day: 17 February 2024

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ…

ବଢ଼ିଲା କୃଷକ ସାଥୀଙ୍କ ଖର୍ଚ୍ଚ; ପରିମାଣ ୧୮ ହଜାରକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର…

ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ: ସିଇସି ରାଜୀବ କୁମାର

ଭୁବନେଶ୍ଵର: ଆଗାମୀ ଜୁନ୍‌ ୧୬ ସୁଦ୍ଧା ଲୋକସଭା ଏବଂ ଜୁନ୍‌ ୨୪ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ…

ସମୀର ଦାଶଙ୍କୁ ଗୋପରେ କଳାପତାକା ପ୍ରଦର୍ଶନ; ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାରାଜ

ନିମାପଡା ବିଧାୟକ ସମୀର ଦାଶଙ୍କୁ ବିରୋଧ ସହିତ କଳାପତାକା ପ୍ରଦର୍ଶନ । ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ ମାରିଲେ ବିଧାୟକଙ୍କ ସମର୍ଥକ । ନିଜ ନିର୍ବାଚନମଣ୍ଡଳୀ ଏରବଂଗ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଧାୟକ ଯାଉଥିଲେ ।…

୩୧ଦିନ ପରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଘୋଷଣା କରିଛି । ଗତ ୧୮ ତାରିଖରୁ ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିଆସୁଥିଲେ । ସାରା ରାଜ୍ୟର ୧୩…

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ

ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କଲା ଇଡି ଡକ୍ୟୁମେଣ୍ଟ ସହ…

ବାଲେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ

ବାଲେଶ୍ଵର: ବାଲେଶ୍ୱରରୁ ଅଯୋଧ୍ୟାକୁ ଗଲା ଆସ୍ଥା ସ୍ପେଶାଲ ଟ୍ରେନ । ଆଜି ସକାଳ ସାଢ଼େ ୧୦ଟାରେ ବାଲେଶ୍ୱର ଷ୍ଟେସନରୁ ଏହି ସ୍ପେଶାଲ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । ଏହାକୁ ନେଇ ବାଲେଶ୍ଵର ବାସିନ୍ଦା ଖୁସି ଅନୁଭବ କରିଛନ୍ତି। ରାମ ମନ୍ଦିର…

ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା: ୪ ଛାତ୍ରଙ୍କୁ କ୍ୟାମ୍ପସ ମନା

ବ୍ରହ୍ମପୁର: ଗତ ୯ ତାରିଖ ବିଳମ୍ବିତ ରାତିରେ ଏମକେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା । ଏହି ରାଗିଂ ଘଟଣାରେ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ଅଭିଯୁକ୍ତ ଛାତ୍ରଙ୍କ…

ପାଟଣାଗଡ଼ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣା; ଜୀବନ ହାରିଲା ପୁଅ

ବଲାଙ୍ଗୀର: ପାଟଣାଗଡ଼ ବେଲପଡା ଥାନା କାନୁଟ ଗାଁ ଉପରପଡ଼ାରେ ପୁଣି ଅଭାବନୀୟ ଘଟଣା । ପରିବାରର 4ଜଣଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ି ସେହି ପରିବାରର ଜଣେ ୧୯ ବର୍ଷର ପୁଅ ଆତ୍ମହତ୍ୟା କରିଛି । ଗତ ୧୦ ତାରିଖରେ ଉପରପଡ଼ାର…