ବାଲେଶ୍ଵର: ବାଲେଶ୍ୱରରୁ ଅଯୋଧ୍ୟାକୁ ଗଲା ଆସ୍ଥା ସ୍ପେଶାଲ ଟ୍ରେନ । ଆଜି ସକାଳ ସାଢ଼େ ୧୦ଟାରେ ବାଲେଶ୍ୱର ଷ୍ଟେସନରୁ ଏହି ସ୍ପେଶାଲ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । ଏହାକୁ ନେଇ ବାଲେଶ୍ଵର ବାସିନ୍ଦା ଖୁସି ଅନୁଭବ କରିଛନ୍ତି। ରାମ ମନ୍ଦିର ଦର୍ଶନ ପାଇଁ ଏହି ଟ୍ରେନ ଅନେକ ସୁବିଧା ଯାତ୍ରୀ ମାନଙ୍କୁ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *