କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜନଗରର ବିଧାୟକ ଥିଲେ।

ଅଂଶୁମାନ ରାହୁଲ ଗାନ୍ଧିଙ୍କ ଭାରତ ଜୋଡ଼ୋ ନ୍ୟାୟ ଯାତ୍ରାରେ ସକ୍ରିୟ ଥିଲେ ତଥା କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ ।

ଅଂଶୁମାନ ମହାନ୍ତି ଖୁବ୍ ଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଶୁଣା ଯାଉଛି ।

By Nirvay

Leave a Reply

Your email address will not be published. Required fields are marked *