ଏକ ପ୍ରମୁଖ ଅପରେସନରେ ଭାରତୀୟ ନୌସେନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ମଙ୍ଗଳବାର ଦିନ ସମୁଦ୍ରରେ ବହୁ ପରିମାଣର ଡ୍ରଗ୍ସ ଜବତ କରିଛି। ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହିତ ପ୍ରାୟ ୪୩୦୦ କିଲୋଗ୍ରାମ ଡ୍ରଗ୍ସ (୩୦୮୯କେଜି ଚାରାସ, ୧୫୮କେଜି ମିଥାମଫେଟାମାଇନ୍ ୨୫ କେଜି ମର୍ଫିନ୍) ଜବତ କରିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଉପକୂଳରୁ ଡ୍ରଗ୍ସ ଧରିବାରେ ଭାରତୀୟ ନୌସେନା, ଗୁଜୁରାଟ ପୋଲିସ ଏବଂ ଏନସିବିର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଶାହା ଏହି ଅବସରରେ କହିଛନ୍ତି ଯେ ମୁଁ ଏନସିବି, ନୌସେନା ଏବଂ ଗୁଜୁରାଟ ପୋଲିସକୁ ଅଭିନନ୍ଦନ ଜଣାଉଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *