ଭୁବନେଶ୍ୱର : ବଜେଟରେ ପୂର୍ବତଟ ରେଲକୁ ୧୧,୪୯୫ କୋଟିର ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗୀର ରଳ ଲାଇନ୍ ପାଇଁ ୧୩୫୦ କୋଟି । ତାଳଚେର-ବିମଳାଗଡ ପାଇଁ ୫୦୦ କୋଟିର ଅନୁଦାନ । ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡର ପାଇଁ ୩୦୦ କୋଟି । ତାଳଚେର -ଅନୁଗୁଳ ୱାଇ କନେକ୍ସନ ପାଇଁ ୧୦୮ କୋଟି । ବାଂଶପାଣି-ଦୈତରୀ-ଟମକା-ଯଖପୁରା ପାଇଁ ୧୦୦ କୋଟି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *