ରାଜନୀତି ରାଜ୍ୟ ବିଜେପିରେ ମିଶିପାରନ୍ତି ବିଜେଡିର ଏହି ନେତା March 24, 2024 Nirvay ଆଗକୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା । ବିଜେଡିର ୨ଜଣ ସାଂସଦ ବିଜେପିରେ ମିଶିପାରନ୍ତି ବୋଲି ଖବର ଆସୁଛି । ଏହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦିଲ୍ଲୀରେ ଏନେଇ ଏକ ବଡ଼ ଆଲୋଚନା ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ…
ରାଜନୀତି ରାଜ୍ୟ ନବୀନ ନିବାସରେ ଟିକେଟ କସରତ, ୩ ଜିଲ୍ଲାର ସଂସଦୀୟ କ୍ଷେତ୍ରର ସମୀକ୍ଷା March 24, 2024 Nirvay ଭୁବନେଶ୍ୱର: ନବୀନ ନିବାସରେ ଚାଲିଛି ଟିକେଟ କସରତ । ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,…
ରାଜନୀତି ରାଜ୍ୟ ବିଜେପି ସିଇସି ବୈଠକରେ ଓଡ଼ିଶା ଆସନ ପ୍ରସଙ୍ଗ March 24, 2024 Nirvay ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଖୁବଶୀଘ୍ର ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଭିନ୍ନ ଆସନରେ ଯୋଗ୍ୟ ପ୍ରାର୍ଥିଙ୍କୁ ଟିକେଟ ଦେବା ପାଇଁ ରାଜନୈତିକ ଦଳ ଭିତରେ ଗଣଦୌଡ଼ ଚାଲିଛି ।…
ବ୍ୟବସାୟ ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା SI March 23, 2024 Nirvay ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା…
ରାଜନୀତି ରାଜ୍ୟ ଓଡିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ସଂକଳ୍ପ ନେଲେ ପ୍ରବାସୀ ଯୁବ ଓଡ଼ିଆ March 23, 2024 Nirvay ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ଓଡ଼ିଶାରେ ୨୪ବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାର ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ମୋଦି ସରକାରଙ୍କ ଗ୍ୟାରେଂଟି ମାଧ୍ୟମରେ ଅନ୍ୟ ରାଜ୍ୟର ଯୁବକ, ଯୁବତୀମାନେ ବିକାଶର ସୁସ୍ୱାଦୁ ଚାଖୁଥିବାବେଳେ ଓଡ଼ିଆ ଏଥିରୁ…
ରାଜ୍ୟ ବିଜେବି କଲେଜରେ ଉତ୍ତେଜନା; ଛାତ୍ରଛାତ୍ରୀଙ୍କ ବିକ୍ଷୋଭ March 23, 2024 Nirvay ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ପୁଣିଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ମୌଳିକ ସମସ୍ୟା…
ରାଜନୀତି ରାଜ୍ୟ ଦିଲ୍ଲୀ ଗସ୍ତରେ ମନମୋହନ ସାମଲ; ସିଇସି ବୈଠକରେ ଯୋଗଦେବେ March 23, 2024 Nirvay କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଲୀ ଗଲେ । ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି…
ରାଜନୀତି ରାଜ୍ୟ ଜୟରାମ ପାଙ୍ଗୀଙ୍କ ନାମରେ ଜାମିନବିହୀନ ଗିରଫ ପର୍ୱାନା March 23, 2024 Nirvay ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନା (୪୭)ଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗରେ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା…
ଦେଶ ମସ୍କୋରେ ଆତଙ୍କବାଦୀ ଆକ୍ରମଣ March 23, 2024 Nirvay ରୁଷ୍ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଏଥିରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହଲ୍ରେ ନିଆଁ ଲାଗିଥିବାରୁ ସାଂଘାତିକ…
ରାଜନୀତି ରାଜ୍ୟ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବ ବିଜେଡି March 22, 2024 Nirvay ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚାରେ ଲାଗି ରହିଥିବାବେଳେ ଆଜି ଉଭୟ ଦଳ ପକ୍ଷରୁ ଟ୍ବିଟରରେ ଏକାକୀ ଲଢ଼ିବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ…