Day: 22 March 2024

୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବ ବିଜେଡି

ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚାରେ ଲାଗି ରହିଥିବାବେଳେ ଆଜି ଉଭୟ ଦଳ ପକ୍ଷରୁ ଟ୍ବିଟରରେ ଏକାକୀ ଲଢ଼ିବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ…

ମେଣ୍ଟକୁ ନେଇ କିଛି ଏମିତି କହିଲେ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମର

ମେଣ୍ଟ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିବା ପରେ ଅନେକ ରାଜନେତା ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବା ନେଇ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମରଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛ। ସେ କହିଛନ୍ତି କି ବିଜେଡି ସରକାର ବିରୋଧରେ ଲୋକଙ୍କ…

ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ।କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଥିଲେ ଅର୍ଚ୍ଚନା ନାୟକ। ୨୦୦୪ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ଜିତିଥିଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଛନ୍ତି ଅର୍ଚ୍ଚନା। ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ…

ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା, ଆମେ ଅଗ୍ରାହ୍ୟ କଲୁ: ଅପରାଜିତା ଷଡ଼ଙ୍ଗୀ

ଦୀର୍ଘ ଦିନର ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ଆଜି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡ଼ିଆ ଏକ୍ସ’ରେ ସ୍ପଷ୍ଟ ସୂଚନା ରଖିଛନ୍ତି । ତେବେ ରାଜ୍ୟ ସଭାପତିଙ୍କ…

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏଥରକୁ ମିଶାଇ କଟକରୁ ୬…

ହିରୋ ହୋଇଗଲେ ମନମୋହନ ସାମଲ

ଗତ ୬ ତାରିଖରୁ ବିଜେଡି ବିଜେପି ମେଣ୍ଟକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଲାଗିରହିଥିଲା। ବିଜେପି ଓ ବିଜେଡ଼ି ନେତାମାନଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କେତେବେଳେ ସାମ୍ନାକୁ ଆସିଥିଲା କି ମେଣ୍ଟ ହେବ କେତେବେଳେ ଅନ୍ୟ ନେତାମାନେ ସନ୍ଦେହରେ…

ମେଣ୍ଟକୁ ନେଇ ଲାଗିଲା ଫୁଲଷ୍ଟପ୍; ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି

ଶେଷରେ ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ। ସାମ୍ନାକୁ ଆସିଲା ଏମିତି ଏକ ଖବର ଯାହା ସାରା ଓଡ଼ିଶାବାସୀ ଚାହିଁ ବସିଥିଲେ। ମେଣ୍ଟକୁ ନେଇ କିଛି ଏମିତି ନିଜ ସୋସିଆଲ ମିଡିଆରେ ପୋଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ…

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ‘ଯୁଦ୍ଧଂ ଦେହି’ ଡାକରା

ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଚିଲିକା ବିଧାନସଭାରୁ ପ୍ରାର୍ଥି କରିବାକୁ ବିଜେଡ଼ିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେବା ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ନିଜର ଶହ ଶହ ସମର୍ଥକଙ୍କୁ ନେ଼ଇ ଶଙ୍ଖ ଭବନ ସାମ୍ନାରେ ନିଜ…

ଦିବଙ୍ଗତ ନେତା ଦାମ ରାଉତଙ୍କୁ ଓଡ଼ିଶାର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ରାଜନୀତିରେ ଗୋଟିଏ ଯୁଗର ଅନ୍ତ ଘଟିଛି । ଆରପାରିରେ ବିଜେଡି ନେତା ଦାମୋଦର ରାଉତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି । ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିୟୋଗରେ…

ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ

ବଢିଲା କେଜ୍ରିୱାଲଙ୍କ ଅଡ଼ୁଆ । ଇଡି ହେପାଜତରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସ୍ୱତନ୍ତ୍ର PMLA କୋର୍ଟରେ ତାଙ୍କୁ ହାଜର…