Day: 7 March 2024

ମେଣ୍ଟ ଅଙ୍କ କଷା: ପାଣ୍ଡିଆନ, ବବି ଦିଲ୍ଲୀରେ

ନିର୍ଭୟ: ବିଜେଡିର ନୂଆ ମୁଣ୍ଡିଆଳ ଭି କେ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ସେମାନେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ସାକ୍ଷାତ କରି ମେଣ୍ଟର ଆସନ ବୁଝାମଣା…

ପ୍ରସାଦ ହରିଚନ୍ଦନ ପାଇଲେ ନିର୍ବାଚନ ପରିଚାଳନା ଦାୟିତ୍ୱ

ନିର୍ଭୟ: ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ଦେଲା ଏଆଇସିସି। ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ପାଇଲେ ପ୍ରସାଦ । ମିଡିଆ ସହ ସମନ୍ବୟ, ୱାର୍‌ ରୁମ୍‌ ପରିଚାଳନା ସହ ପ୍ରଗମନ, ରାଜନୈତିକ…

ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର…

୧୨ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର…

ବିଜେଡି ନେତା ଅରବିନ୍ଦଙ୍କ ପାଇଁ ପ୍ରଚାର କରିବେ ବିଜେପି ନେତା ବିଜୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଜ ପୁଅ ତଥା ନୂତନ ଭାବେ ରାଜନୀତିରେ ପଦାର୍ପଣ କରିଥିବା ବିଜେଡି ନେତା ଅରବିନ୍ଦ ମହାପାତ୍ରଙ୍କ ପାଇଁ ଆଗାମୀ ନିର୍ବାଚନରେ ପ୍ରଚାର କରିବେ । ବହୁ ପୂର୍ବରୁ ବିଜୟ ବାବୁ ବିଜେଡିର ନୂଆ…

ଚିଟ୍‌ଫଣ୍ଡ ମାମଲା, ରାଜ୍ୟର ୫ଟି ସ୍ଥାନରେ ଇଡିର ରେଡ୍‌

ଭୁବନେଶ୍ବର : ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିଲା। ପୁଣି ଆକ୍ସନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ଭୁବନେଶ୍ୱରର ଏକ ଖବର କାଗଜ ମାଲିକଙ୍କ କାର୍ଯ୍ୟାଳୟ…