Day: 21 March 2024

ଦିଲ୍ଲୀରୁ ଫେରିଲେ ମନମୋହନ; ବିଜେପିର ପ୍ରାର୍ଥୀ ଘୋଷଣା ଖୁବ ଶୀଘ୍ର

ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ରାତି ୧୦ଟା ବେଳେ ଦିଲ୍ଲୀରୁ ଫେରିଛନ୍ତି ସେ। ଏବେ ସାମ୍ନାକୁ ଆସିଚି ତାଙ୍କର ବଡ ବୟାନ । ସବୁଥର ଦିଲ୍ଲୀରୁ ଫେରି ମେଣ୍ଟ ନେଇ ମନା କରୁଥିବା ମନମୋହନ ସାମଲ…

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ। ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍‌ ଲାଗୁ ହୋଇଛି। ସୂଚନା ଅନୁଯାୟୀ କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି।ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ରେ…

ନିର୍ବାଚନ ଆଚରଣ ବିଧିକୁ ଉଲଘଂନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି । କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର,…

ଆଦିବାସୀଙ୍କ ଶିକ୍ଷାରେ ପରିବର୍ତ୍ତନ: ଓଡିଶାରେ ହେବ ୧୧୪ ମଡେଲ ସ୍କୁଲ

ଭାରତରେ ଆଦିବାସୀ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ରାଜ୍ୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ଯେ ଓଡ଼ିଶାରେ ୮୭ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ନିର୍ମାଣ ଚାଲିଛି। ଟୁଡୁ କହିଛନ୍ତି ଯେ,…

ନବୀନ ନିବାସରେ ଟିକେଟ କସରତ

ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ର…

ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଣକ୍ୟାଡର ଅଫିସର ହୋଇଥିବାରୁ ତୁରନ୍ତ ବଦଳି ପାଇଁ…

ଗୁରୁତର ଅବସ୍ଥାରେ ମନ୍ତ୍ରୀ ଦାମୋଦର ରାଉତ

ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ଦେଲେ ସୂଚନା…

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହେଲେ ଦାରିଙ୍ଗବାଡ଼ି ବିଇଓ

ବାଲିଗୁଡ଼ା: ବିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ । ଗିରଫ ହେଲେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ରସାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ନ୍ୟାସନାଲ ପେନସନ ସ୍କିମରୁ ୨୦…