Day: 2 March 2024

ବିଜେପିର ୧୯୫ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ଓଡ଼ିଶାରୁ ଶୂନ

ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର…

ପଦ୍ମ ଧରିବେ ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ

ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ପ୍ରକ୍ରିୟା ଜାରି ରହିଛି । ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।…

ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜେଡି ଛାଡ଼ିଲେ । ସେ ଆସନ୍ତାକାଲି ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେବେ । ମାଲକାନଗିରି ଆସନରୁ…