Day: 26 March 2024

ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର: ପୀରବାବା ଛକ ନିକଟରେ ବୋମାମାଡ଼ ହେବା ଘଟଣା ସାମ୍ନାକୁ ଆସିଛି । ଏକ ବୁଲେଟ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପହଁଚିଲେ ଏସପି ଉତ୍ତରାଞ୍ଚଳ ଡିଆଜି ପହଁଚିଛନ୍ତି । ବୋମା…

ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ

ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ। ୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡ୍ ସହ ଚୁକ୍ତି କଲା ଆଦାନୀ । ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିଃ (APSEZ)ର ଚୁକ୍ତି ହୋଇଛି।SP ଗ୍ରୁପ୍‌ର…

ସମଲେଶ୍ଵରୀ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହେବା ପରେ ଭଗବାନଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଭୁ ଜଗନ୍ନାଥ, ପରେ ଲିଙ୍ଗରାଜ, ଏହା ପରେ ମା’ ହିଙ୍ଗୁଳା ଓ ଏବେ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି…

ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଡାଇରିଆ ସଂକ୍ରମଣ ଆକ୍ରାନ୍ତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଭିମସାର, ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟିବା ସହ ଡାକ୍ତରଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଆକ୍ରାନ୍ତଙ୍କ…