Day: 11 March 2024

ଆଜି ଆନନ୍ଦବନ ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶଙ୍କରପୁର ମୌଜାର କଳିଙ୍ଗନଗର କେ-୭ ଅଞ୍ଚଳରେ ଥିବା ଆନନ୍ଦବନକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ଏହାପରଠାରୁ ଏହି ଜଙ୍ଗଲର ମଜା ରାଜଧାନୀବାସୀ ଉଠାଇ ପାରିବେ। ଏହି ଜଙ୍ଗରେ ବିଭିନ୍ନ ଜଙ୍ଗଲୀ ବୃକ୍ଷ ସହ ଔଷଧୀୟ ବୃକ୍ଷ ଓ…

CAA ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ବହୁ ବାଦ ବିବାଦ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ…

ଗଡିଲା ସଂକଳ୍ପ ରଥ, ଅଭିମତ ସଂଗ୍ରହ ହେବ ଓଡ଼ିଶାବାସୀଙ୍କର: ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ…

ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ବିଜେପି ଏବଂ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟପାଳ ରଘୁବର ଦାସ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ତେବେ ତାଙ୍କ ଭିତରେ କଣ ରାଜନୈତିକ ଚର୍ଚ୍ଚା ହୋଇଛି ତାହା ଆଗକୁ…

SBI ର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଇଲେକ୍ଟୋରାଲ୍ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । କାଲି ସୁଦ୍ଧା ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିଦ୍ଦେର୍ଶ ଦେଲେ କୋର୍ଟ । ଏସ୍‌ବିଆଇର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ୨୦୧୮ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ…

ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିବ ସିଇସି ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦଳର ବହୁ ନେତା ଏଥିରେ ସାମିଲ…

ଆଜି କଳାଧନ ସମ୍ପର୍କିତ ଏସଆଇଟି ବୈଠକ

କଟକ: ଆଜି ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ପୂର୍ବାହ୍ନ ୧୧ଟା ସମୟରେ ଏହି ବୈଠକ ବସିବାର ସୂଚନା ରହିଛି । ଏହି ଏସ୍‌ଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ ।…