Day: 24 March 2024

ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଶେଷରେ ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ପକ୍ଷରୁ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରାଯାଇଥିବା ଏହା ଦଳର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କେନ୍ଦ୍ର…

ଏଥର ଆରପାର ଲଢେଇ: ମନମୋହନ ସାମଲ

ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ସେ କହିଛନ୍ତି କି କେନ୍ଦ୍ରୀୟ ନିର୍ବାଚନ ବୈଠକରେ ରଣନୀତି ସ୍ଥିର ହୋଇଛି। ଏତିକି ନୁହଁ ପ୍ରାର୍ଥି ଚୟନ ମଧ୍ଯ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ। ସେ…

ବିଜେପିରେ ମିଶିପାରନ୍ତି ବିଜେଡିର ଏହି ନେତା

ଆଗକୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା । ବିଜେଡିର ୨ଜଣ ସାଂସଦ ବିଜେପିରେ ମିଶିପାରନ୍ତି ବୋଲି ଖବର ଆସୁଛି । ଏହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦିଲ୍ଲୀରେ ଏନେଇ ଏକ ବଡ଼ ଆଲୋଚନା ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ…

ନବୀନ ନିବାସରେ ଟିକେଟ କସରତ, ୩ ଜିଲ୍ଲାର ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର: ନବୀନ ନିବାସରେ ଚାଲିଛି ଟିକେଟ କସରତ । ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,…

ବିଜେପି ସିଇସି ବୈଠକରେ ଓଡ଼ିଶା ଆସନ ପ୍ରସଙ୍ଗ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଖୁବଶୀଘ୍ର ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଭିନ୍ନ ଆସନରେ ଯୋଗ୍ୟ ପ୍ରାର୍ଥିଙ୍କୁ ଟିକେଟ ଦେବା ପାଇଁ ରାଜନୈତିକ ଦଳ ଭିତରେ ଗଣଦୌଡ଼ ଚାଲିଛି ।…